ସାଇବର ଅପରାଧ ରୋକ୍ ଦିଗରେ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ
by Argus News
Thu, Nov 28 | 3:37 p.m.

ଅର୍ଗସ ବ୍ୟୁରୋ: ସାଇବର ଅପରାଧ ରୋକ୍ ଦିଗରେ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ୬୬୯ ହଜାର ସିମ୍ କାର୍ଡ଼ ଏବଂ ୧ଲକ୍ଷ ୩୨ ହଜାର ଟି ଆନ୍ତର୍ଜାତୀୟ ମୋବାଇଲ ଉପକରଣ ପରିଚୟ ବା IMEI ନମ୍ବରକୁ ସରକାର  ବନ୍ଦ କରିଛନ୍ତି। ଏହି ପଦକ୍ଷେପ ସାଇବର ଅପରାଧ ପ୍ରତିରୋଧ ପାଇଁ ନିଆଯାଇଛି । 

ଦେଶରେ ଦିନକୁ ଦିନ ସାଇବର ଅପରାଧ ବଢୁଥିବା ବେଳେ ଫେକ୍ ଫୋନ୍ ନମ୍ବର କୁ ବନ୍ଦ କରିବା ପାଇଁ ସରକାର କଡା କାର୍ଯ୍ୟାନୁଷ୍ଠନ ଗ୍ରହଣ କରିଛନ୍ତି । ଏହି ବନ୍ଦ କରାଯାଇଥିବା ସିମ୍ କାର୍ଡ଼ ଏବଂ IMEI ନମ୍ବର ପୁଲିସ କର୍ତ୍ତୃପକ୍ଷ ତରଫରୁ ରିପୋର୍ଟ କରାଯାଇଥିଲା । ଏହି ପଦକ୍ଷେପ ଫଳରେ ଅନେକ ସାଇବର ଅପରାଧ ରୋକା ଯାଇପାରିଛି । 
 

ହେମନ୍ତ ସୋରେନ
ଝାଡଖଣ୍ଡର 14ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ
ଅର୍ଗସ ବ୍ୟୁରୋ: ଝାଡଖଣ୍ଡର 14ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ । ପଦ ଓ ଗୋପନୀୟତାର ପାଠ କରାଇଲେ ରାଜ୍ୟପାଳ । ରାଞ୍ଚିରେ ଶପଥ ସମାରୋହ ହୋଇଥିବାବେଳେ ବହୁ ତୁଙ୍ଗ ନେତା ଏଥିର
ସୁଭଦ୍ରା
ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲାରେ ବେଶୀ ରିଜେକ୍ସନ୍
ଭୁବନେଶ୍ୱର: 15 ଦିନ ଭିତରେ ସରିବ`ସୁଭଦ୍ରା' ରିଜେକ୍ସନ୍ ଯାଞ୍ଚ । ଅଧିକ ରିଜେକ୍ସନ୍ ସ୍ଥାନକୁ ଗୁରୁତ୍ବ ଦେଉଛି ବିଭାଗ । ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲା ରିଜେକ୍ସନ୍ ଅଧିକ ରହିଛ
ସାଇବର ଅପରାଧ
ସାଇବର ଅପରାଧ ରୋକ୍ ଦିଗରେ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ
ଅର୍ଗସ ବ୍ୟୁରୋ: ସାଇବର ଅପରାଧ ରୋକ୍ ଦିଗରେ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ୬୬୯ ହଜାର ସିମ୍ କାର୍ଡ଼ ଏବଂ ୧ଲକ୍ଷ ୩୨ ହଜାର ଟି ଆନ୍ତର୍ଜାତୀୟ ମୋବାଇଲ ଉପକରଣ ପରିଚୟ ବା IMEI ନମ୍ବରକ
କ୍ରୀଡାର ପାୱାର ହାଉସ
` କ୍ରୀଡାବିତ ଓ ଭିତ୍ତିଭୂମିର ବିକାଶ କେବଳ ରାଜଧାନୀରେ ରହିଲେ ହେବ ନାହିଁ '
ଭୁବନେଶ୍ୱର: ଓଡ଼ିଶାରେ ହେବ କ୍ରୀଡାର ପାୱାର ହାଉସ । କ୍ରୀଡାବିତ ଓ ଭିତ୍ତିଭୂମିର ବିକାଶ କେବଳ ରାଜଧାନୀରେ ରହିଲେ ହେବ ନାହିଁ । ବରଂ ଗ୍ରାମାଞ୍ଚଳରେ ପହଞ୍ଚିବାକୁ ପଡ଼ିବ
PRIME MINISTER
ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଆସିଲା ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟସୂଚୀ । ଡିଜିପି ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । କାଲି ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ର