ଅର୍ଗସ ବ୍ୟୁରୋ: ଝାଡଖଣ୍ଡର 14ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ । ପଦ ଓ ଗୋପନୀୟତାର ପାଠ କରାଇଲେ ରାଜ୍ୟପାଳ । ରାଞ୍ଚିରେ ଶପଥ ସମାରୋହ ହୋଇଥିବାବେଳେ ବହୁ ତୁଙ୍ଗ ନେତା ଏଥିରେ ଯୋଗ ଦେଇଛନ୍ତି ।
#WATCH | JMM executive president Hemant Soren takes oath as the 14th Chief Minister of Jharkhand, in Ranchi.
— ANI (@ANI) November 28, 2024
(Video: ANI/Jhargov TV) pic.twitter.com/30GxxK9CXe