ଆସୁଛି 'ଦାନା', ଶୂନ୍ୟ ମୃତ୍ୟୁ ଉପରେ ରାଜ୍ୟ ସରକାରଙ୍କ ଫୋକସ୍
by Argus News
Thu, Oct 24 | 8:14 a.m.

ଅର୍ଗସ ବ୍ୟୁରୋ:  ଭୀଷଣ ବାତ୍ୟାର ରୂପ ନେଇଛି ସାମୁଦ୍ରିକ ଝଡ଼ ‘ଦାନା । ତେବେ ବାତ୍ୟା ‘ଦାନା’ ଭିତରକନିକା-ଧାମରା ମଧ୍ୟରେ ଅତିକ୍ରମ କରିପାରେ । ୨୪ ତାରିଖ ରାତିରୁ ୨୫ ସକାଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ । ଯାହାର ପ୍ରଭାବରେ ଆଜିଠାରୁ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେଲାଣି। ବାତ୍ୟାରେ ଶୂନ୍ୟ ମୃତ୍ୟୁ ଉପରେ ରାଜ୍ୟ ସରକାରଙ୍କ ଫୋକସ୍ । ବୁଧବାର ବାତ୍ୟା ପରିଚାଳନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଭାଗୀୟ ଅଧିକାରୀଙ୍କ ସହ ହୋଇଛି ଘନ ଘନ ଆଲୋଚନା ହୋଇଛି । ହାଇଆଲର୍ଟ ଜିଲ୍ଲାରେ ସ୍ଥିତି ସମୀକ୍ଷା କରୁଛନ୍ତି ଦାୟିତ୍ବରେ ଥିବା ମନ୍ତ୍ରୀ । ସଜାଗ ରହିଛି ମେଡିକାଲ ଟିମ୍ । ପ୍ରସୂତିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା । ମେଡିକାଲରେ ଡାଇରିଆ ସହ ଆଣ୍ଟି ସ୍ନେକ ଭେନମ୍ ମହଜୁଦ କରିବାକୁ ରହିଛି ନିର୍ଦ୍ଦେଶ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

STORM
28m ago
ପୂର୍ବାପେକ୍ଷା ଧୀର ହୋଇଛି ବାତ୍ୟାର ଗତି
ଅର୍ଗସ ବ୍ୟୁରୋ: ସମୁଦ୍ରରେ ବଳ ଗୋଟାଉଛି ବତ୍ୟା ଦାନା । ବଢିଲା ପବନ ବେଗର ପୂର୍ବାନୁମାନ । ପୂର୍ବାପେକ୍ଷା ଧୀର ହୋଇଛି ବାତ୍ୟାର ଗତି । ସମୁଦ୍ରରୁ ଭିତରେ ଏବେ ୧୨କିମି ବେଗରେ ଗତି କରୁଛ
ବାତ୍ୟା
32m ago
ଅସରାଏ ବର୍ଷା କାଚିଲେ ସ୍ଥିତି ବେହାଲ, ବାତ୍ୟାରେ କରିବେ କଣ ?
ଅର୍ଗସ ବ୍ୟୁରୋ: ଅସରାଏ ବର୍ଷା ହେଲେ ଟ୍ଵିନସିଟିରେ କେମିତି ବର୍ଷା ପାଣି ଜମେ ତାହା ଆମେ ସମସ୍ତେ ଦେଖନ୍ତି । ଏହାରି ଭିତରେ ବାତ୍ୟା ଆସି କବାଟ ଠକ୍‌ ଠକ୍‌ କଲାଣି । ଆ
PURI
56m ago
ଶ୍ରୀମନ୍ଦିରରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ, ଦୁଇଦିନ ପାଇଁ ହବିଷ୍ୟାଳୀଙ୍କ ଦର୍ଶନ ବନ୍ଦ
ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିରରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ, ଦୁଇଦିନ ପାଇଁ ହବିଷ୍ୟାଳୀଙ୍କ ଦର୍ଶନ ବନ୍ଦ । ବାତ୍ୟା ଦାନାକୁ ନେଇ ହବିଷ୍ୟାଳୀ ରହଣୀ କେନ୍ଦ୍ରରେ ବ୍ୟାପ