ପୂର୍ବାପେକ୍ଷା ଧୀର ହୋଇଛି ବାତ୍ୟାର ଗତି
by Argus News
Thu, Oct 24 | 12:25 p.m.

ଅର୍ଗସ ବ୍ୟୁରୋ: ସମୁଦ୍ରରେ ବଳ ଗୋଟାଉଛି ବତ୍ୟା ଦାନା । ବଢିଲା ପବନ ବେଗର ପୂର୍ବାନୁମାନ । ପୂର୍ବାପେକ୍ଷା ଧୀର ହୋଇଛି ବାତ୍ୟାର ଗତି । ସମୁଦ୍ରରୁ ଭିତରେ ଏବେ ୧୨କିମି ବେଗରେ ଗତି କରୁଛି ବାତ୍ୟା । ଧୀରେ ଧୀରେ ଅଶାନ୍ତ ସମୁଦ୍ରରୁ ଉଠୁଛି ବଡ଼ ବଡ଼ ଢେଉ । ବହୁଛି ପବନ, ଲାଗି ରହିଛି ତୁହାକୁ ତୁହା ବର୍ଷା  । ସମୁଦ୍ରରେ ବଡ ବଡ ଢେଉକୁ ଦେଖି ଲୋକେ ଛାନିଆ । ଯଦି ପାଣି ମାଡିଆସିବ ତେବେ ଏକର ଏକର ଚାଷ ଜମି ନଷ୍ଟ ହୋଇଯିବ ଭାବି ଚିନ୍ତାରେ ଚାଷୀ। ଧୀରେ ଧୀରେ ଅଶାନ୍ତ ସମୁଦ୍ରରୁ ଉଠୁଛି ବଡ଼ ବଡ଼ ଢେଉ । ବହୁଛି ପବନ ବଢୁଛି ବର୍ଷା । ତୁହାକୁ ତୁହା ବର୍ଷା ପବନ ସକାଳୁ ଲାଗି ରହିଛି । ସେପଟେ ସମୁଦ୍ରରେ ଉଠୁଛି ବଡ଼ ବଡ଼ ଢେଉ ଯାହାକୁ ଦେଖି ଲୋକେ ଛାନିଆ। ଯଦି ପାଣି ମାଡ଼ି ଗଲା ଶହ ଶହ ଏକର ଚାଷ ଜମି ନଷ୍ଟ ହୋଇଯିବ। ଆଶା ଆଶଙ୍କାରେ ରାଜନଗର ପେଣ୍ଠ  ଆଉ ଆଖ ପାଖ ଅଞ୍ଚଳରେ ଗ୍ରାମବାସୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର...

ବାତ୍ୟା `ଦାନା'କୁ
12m ago
ବାତ୍ୟା `ଦାନା'କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ
ଓଡ଼ିଶା ମୁଁହା ହୋଇଥିବା ବାତ୍ୟା ଦାନା ଲ୍ୟାଣ୍ଡ ଫଲ ପାଇଁ କିଛି ସମୟ ବାକି। ସମ୍ପୃକ୍ତ ଜିଲ୍ଲାରେ ଥିବା ଜିଲ୍ଲପାଳ ଓ ବରିଷ୍ଠ IAS ଙ୍କୁ ଜିଲ୍ଲା କୁ ପଠା ଯାଇଛି। ଆଜି vc ମାଧ୍ୟମ ରେ କଥା ହୋ
CYCLONE
14m ago
ପାରାଦୀପରୁ ୧୮୦ କିମି ଦୂରରେ ବାତ୍ୟା
ଅର୍ଗସ ବ୍ୟୁରୋ: ବାତ୍ୟା ଦାନା ନେଇ ଆସିଲା ବଡ ଅପଡେଟ୍ । ସୂଚନା ଦେଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ବର୍ତ୍ତମାନ ବାତ୍ୟା ପାରାଦ୍ୱୀପ ଠାରୁ କିମି ଦୂରରେ ବାତ୍ୟା
CYCLONE BREAKING
52m ago
Cyclone Breaking : ଏବେ ବାତ୍ୟା କେଉଁଠି ?
ଅର୍ଗସ ବ୍ୟୁରୋ: ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍ ପରେ ସାମାନ୍ୟ ରିକର୍ଭ କରିପାରେ । ପଶ୍ଚିମ ଓ ପଶ୍ଚିମଦକ୍ଷିଣ ଆଡ଼େ ଟିକେ ରିକର୍ଭ କରିପାରେ । ଆଞ୍ଚଳିକ ପାଣିପାଗ ବିଭା