ଆଜି ସନ୍ଧ୍ୟା ସୁଦ୍ଧା ଟଙ୍କା ଗଣା ଶେଷ ହୋଇପାରେ: ବ୍ୟାଙ୍କ ଅଧିକାରୀ
by Argus News
Sun, Dec 10 | 9:28 a.m.

ଅର୍ଗସ ବ୍ୟୁରୋ:  ଟଙ୍କା ପାହାଡ଼କୁ ଗଣିଗଣି ଅଧିକାରୀ ହାଲିଆ । ଗତକାଲି ମଧ୍ୟ ସରିପାରିନି ଓଡ଼ିଶାର ସବୁଠୁ ବଡ଼ ଆଇଟି ରେଡରେ ଜବତ ହୋଇଥିବା ସମସ୍ତ ଟଙ୍କାର ଗଣତି । ଏଯାବତ୍ କେବଳ ବଲାଙ୍ଗିରରୁ ମିଳିଲାଣି 140 କୋଟି । 176ଟି ଟଙ୍କା ଭର୍ତ୍ତି ବସ୍ତାରୁ 106ଟି ବସ୍ତାର ଗଣତି ଶେଷ ହୋଇଛି । ଗଣତି ସରିନି, ସରିଲେ ମୋଟ ଟଙ୍କା କେତେ ତାର ଚିତ୍ର ସ୍ପଷ୍ଟ ହେବ । ଆଜି ସନ୍ଧ୍ୟା ସୁଦ୍ଧା ଟଙ୍କା ଗଣା ଶେଷ ହେବ ବୋଲି କହିଛନ୍ତି ବ୍ୟାଙ୍କ ଅଧିକାରୀ । ସେପଟେ ସମ୍ବଲପୁର SBI ମୁଖ୍ୟ ଶାଖାରେ ଗଣତି ସରିଛି । ଅନ୍ୟପଟେ ଝାରଖଡ଼ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା ପରେ ବ୍ୟାକ୍ ଫୁଟରେ ଗଲା କଂଗ୍ରେସ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ