ପୁରୀ ଜିଲ୍ଲା ନିମାପଡାରୁ ଜବତ ହେଲା ଗୋ ମାଂସ
by Argus News
Thu, Nov 09 | 2:43 p.m.

ଅର୍ଗସ ବ୍ୟୁରୋ : ରାଜ୍ୟରେ ବଢିଚାଲିଛି ଗୋ ମାଂସ କାରବାର । ପୁଣି ପୁରୀ ଜିଲ୍ଲା ନିମାପଡାରେ ବେଧଡ଼କ ଚାଲିଛି ଗୋ ମାଂସ ଚାଲାଣ । ଗତ ବିଳମ୍ବିତ ରାତିରେ ଗୋ ମାଂସ ଚାଲଣବେଳେ ମାଡି ବସିଲା ନିମାପଡା ପୋଲିସ୍ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗୋ ମାଂସ ବୋଝେଇ ଟାଟାଏସି ଗାଡି ସହ ଜଣକୁ ଅଟକ ରଖିଛି ନିମାପଡା ପୋଲିସ୍ । ନିମାପଡା ଥାନା ଦିଘାଳ ଗାଁରୁ ଗୋମାଂସ ବୋଝେଇ ଗାଡି ଧରିଛି ପୋଲିସ୍ । ନିମାପଡାରେ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଲେଣି ଗୋ ମାଂସ ଚାଲାଣକାରୀ। ପୋଲିସର ନିଷ୍କ୍ରିୟତା ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ ।

MVI
12m ago
1.32 ଲକ୍ଷ ସହ ଧରାପଡ଼ିଲେ ନୂଆପଡ଼ା MVI
ନୂଆପଡା: 1.32 ଲକ୍ଷ ସହ ଧରାପଡ଼ିଲେ ନୂଆପଡ଼ା MVI । ଭିଜିଲାନ୍ସ ଜାଲରେ ନୂଆପଡ଼ା MVI ବିଜୟ ବେହୁରିଆ । ଗାଡ଼ିରେ ଲକ୍ଷେ 32 ହଜାର ନେଇ ଯାଉଥିବାବେଳେ ଧରାପଡ଼ିଲେ । MVIଙ୍କୁ ଖୋର୍ଦ୍ଧ
ପର୍ବ ନୂଆଁଖାଇ
36m ago
ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଁଖାଇ
ଭୁବନେଶ୍ୱର: ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଁଖାଇ । ଏଥିପାଇଁ ଘରେ ଘରେ ଚାଲିଛି ପ୍ରସ୍ତୁତି। ଭଳିକି ଭଳି ପିଠା ପଣାରେ ମହକିଲାଣି ପରିବେଶ। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପର
ମମତା ମହନ୍ତ
42m ago
ମମତା ମହନ୍ତ ଓ ସୁଜିତ କୁମାରଙ୍କ ରାସ୍ତାରେ ଅନେକ ନେତା
ଅର୍ଗସ ବ୍ୟୁରୋ: ମମତା ମହନ୍ତ ଓ ସୁଜିତ କୁମାରଙ୍କ ପରେ କିଏ ? ବିଜେଡିକୁ ଆଗକୁ କିଏ କରିବେ ବାଏ ବାଏ ? ଏକାଧିକ ନାଁକୁ ନେଇ ପାୱାର କରିଡ଼ରରେ ଜୋର ଧରିଛି ଚର୍ଚ୍ଚା। ବିଜେଡିର ପରାଜୟ