ପଡିଆରେ ଥିବା ବିଭିନ୍ନ ଫୁଡ଼ ଷ୍ଟଲ ଉପରେ ଚଢ଼ାଉ କଲା ସିଏମସି ସ୍ୱାସ୍ଥ୍ୟ ବିଭାଗ
by Argus News
Wed, Nov 29 | 3:00 p.m.

ଅର୍ଗସ ବ୍ୟୁରୋ : ବାଲିଯାତ୍ରା ପଡ଼ିଆରେ ଆକ୍ସନ ମୋଡରେ ସିଏମସି । ପଡିଆରେ ଥିବା ବିଭିନ୍ନ ଫୁଡ଼ ଷ୍ଟଲରେ ଚଢ଼ାଉ । ସିଏମସି ସ୍ୱାସ୍ଥ୍ୟ ବିଭାଗ ଓ ଫୁଡ଼ ସେଫଟି ପକ୍ଷରୁ ଚଢ଼ାଉ ଜାରି । ବାସି ଖାଦ୍ୟ ରଙ୍ଗ ଓ ମାନ ଯାଞ୍ଚ କରି ଖାଦ୍ୟକୁ ନଷ୍ଟ କରାଯାଉଛି । ଗତ କାଲି ମଧ୍ୟ ଦୁଇ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଖାଦ୍ୟ ନଷ୍ଟ କରିଥିଲା। ସିଏମସି ସ୍ୱାସ୍ଥ୍ୟ ବିଭାଗ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ତେବେ ବାଲିଯାତ୍ରା ପଡ଼ିଆରେ ଫାଷ୍ଟ ଫୁଡ଼ର ଚାହିଦା ଦୁଇ ଗୁଣ ହୋଇଯାଇଥାଏ । ଯେପରି ମୋମୋ, ଫାଷ୍ଟ ଫୁଡ଼ ,ପାଓଭାଜି, ପାମ୍ପଡ଼ି ଚାଟ, ଗୁପଚୁପ , ଚିକେନ୍ ଆଇଟମ ଇତ୍ୟାଦି । ତେବେ ଏହି ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଜମିଥାଏ । ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ଚଢ଼ାଉ କରିଛି ଟିମ ।  

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ