ବାତ୍ୟା ଭୟ: ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ
by Argus News
Mon, Oct 21 | 12:41 p.m.

ଅର୍ଗସ ବ୍ୟୁରୋ:  ଗଞ୍ଜାମ ଜିଲ୍ଲାରେ ବାତ୍ୟା ଭୟ । ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ | ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ନେତୃତ୍ୱରେ ଚାଲିଛି ବୈଠକ। ଗଞ୍ଜାମ ଜିଲ୍ଲା ରେଡ ଆଲର୍ଟ । ସମସ୍ତ ବିଦ୍ୟୁତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିବାକୁ ନର୍ଦେଶ । ବ୍ଲକ, ତହସିଲ ଓ ଜିଲ୍ଲା ସ୍ତରରେ 247 କଣ୍ଟ୍ରୋଲ ରୁମ ଖୋଲିବ | ସବୁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳି ସଫା ରହିବା ସହ ସଜାଗ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ସେପଟେ ସମୁଦ୍ରରେ ମତ୍ସଜୀବୀଙ୍କୁ ବାରଣ । ପାହାଡିଆ ଅଂଚଳ, ସମୁଦ୍ର କୂଳିଆ ଓ  ଅଂଚଳକୁ  ସ୍ଵତନ୍ତ୍ର ଫୋକସ ଦିଆଯିବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଓଡ଼ିଶା ପ୍ରଶାସନିକ ସେବା
12m ago
ସଂଘର୍ଷ ଦେଲା ସଫଳତା,ଚର୍ଚ୍ଚାରେ ଧାମନଗରର ସୌରଭ ଓ ନିଉଟନ
ଅର୍ଗସ ବ୍ୟୁରୋ:ମା ଆଖିରେ ଲୁହ,ଏ ଲୁହ ଦୁଃଖର ନୁହେଁ,ଏ ଲୁହ ଖୁସିର,ଏ ଲୁହ ମେହନତି ମଣିଷର ସଫଳତାର,କାଲି ଲୁହ ଆଜି କିନ୍ତୁ ପରିବାର ବେଶ ଖୁସି,ବାପାଙ୍କ ପାନ ଭଙ୍ଗାରେ ବିରାଟ ଲାଗିବ,ସେ ବି ଆ
ମୁକେଶ ମହାଲିଙ୍ଗ
22m ago
" ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ଅଛି" :- ମୁକେଶ ମହାଲିଙ୍ଗ
ଅର୍ଗସ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ହୋଇ ରହିଛି। ମେଡ଼ିକାଲ ମଧ୍ୟ ପ୍ରସ୍ତୁତ ରହିଛି। ସମ୍ଭାବ୍ୟ ବାତ୍ୟା ପାଇଁ ସବୁ ବିଭାଗକୁ ପ୍ରସ୍ତୁ
ଏବେ ଭିଗାନ ହୋଇ
22m ago
ଏବେ ଭିଗାନ ହୋଇ ମୁଁ ସୁସ୍ଥ ଅଛି
ଅର୍ଗସ ବ୍ୟୁରୋ: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ବିଷୟରେ ଏକ ଖବର ଏବେ ଇନଷ୍ଟାରେ ବେଶ ଭାଇରାଲ ହେବାରେ ଲାଗିଛି। ବିରାଟ କୋହଲି ହେଉଛନ୍ତି ଭିଗାନ ମାନେ ବିରାଟ ନିରାମିଷ ଖାଦ୍