କାଉଣ୍ଟଡାଉନ ଆରମ୍ଭ; ଘଣ୍ଟାପ୍ରତି 13 କିମି ବେଗରେ ଆସୁଛି 'ଦାନା'
by Argus News
Thu, Oct 24 | 11:03 p.m.

ଅର୍ଗସ ବ୍ୟୁରୋ: ବାତ୍ୟାର ପବନର ବେଗ ବଢିଲା ।  125 କିମି ଯାଏ ବହିପାରେ ଝଟକା ପବନ । ଘଣ୍ଟାପ୍ରତି 13 କିମି ବେଗରେ ଆସୁଛି ବାତ୍ୟା । ପାରାଦୀପ ପାଖରୁ 60 କିମି ଓ ଧାମରା ଠାରୁ 80 କିମି ଦୂରରେ ରହିଛି ବାତ୍ୟା । ସାଗର ଦ୍ୱୀପ ଠାରୁ 180 କିମି ଦୂରରେ ଅଛି ବାତ୍ୟା ।  ଧାମରା ଓ ଭିତରକନିକା ପାଖାପାଖି ଅତିକ୍ରମ କରିବ ବାତ୍ୟା ଦାନା । ଲ୍ୟାଣ୍ଡଫଲ୍ ପୂର୍ବ 6 ଘଣ୍ଟା ଓ ପର 6 ଘଣ୍ଟା ବେଶୀ ପ୍ରଭାବ ପକାଇବ । 


ଲ୍ୟାଣ୍ଡଫଲ୍ ପରେ ଟିକେ ବଙ୍କେଇବ ବାତ୍ୟାର ଗତିପଥ । ଏହା ପଶ୍ଚିମ-ଉତ୍ତର ଏବଂ  ପଶ୍ଚିମକୁ ଗତି କରିବ। ଲ୍ୟାଣ୍ଡଫଲ୍ ପରେ ବର୍ଷା ପରିମାଣ ଅଧିକ ରହିବ ବୋଲି ଆଗରୁ ସୂଚନା ଦେଇ ସାରିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

CYCLONE UPDATE
5m ago
ବାତ୍ୟା 'ଦାନା': ନିଜେ ଉପସ୍ଥିତ ରହି ସ୍ଥିତି ପରକ୍ଷିବା ସହ ଟିକି ନିକି ବୁଝୁଛନ୍ତି ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଉପକୂଳରେ ମାଡ ହେଲା ବାତ୍ୟା ଦାନା । ଦାନା ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । 5 ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଭୋର
CYCLONE UPDATE
47m ago
'ଦାନା' ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଉପକୂଳରେ ମାଡ ହେଲା ବାତ୍ୟା ଦାନା । ଦାନା ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । 5 ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଭୋର
CYCLONE DANA
ରାତି 1 ରୁ 2 ଭିତରେ ଲ୍ୟାଣ୍ଡଫଲ୍ ସମ୍ଭାବନା - ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ପାଣିପାଗ ବିଭାଗ ଆକଳନ ଅନୁଯାୟୀ ମଧ୍ୟ ରାତ୍ରରେ ଭିତରକନିକାରେ ଲ୍ୟାଣ୍ଡଫଳ କରିବାର ସମ୍ଭାବନା ଅଛି । ରାତି 1 ରୁ 2 ଭିତର