ଭିତରକନିକା ହବାଳିଖଟି ଲ୍ୟାଣ୍ଡଫଲ୍ ର କେନ୍ଦ୍ରସ୍ଥଳ
by Argus News
Fri, Oct 25 | 3:03 a.m.

ଅର୍ଗସ ବ୍ୟୁରୋ: ଭିତରକନିକା ହବାଳିଖଟିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ଦାନା । ପୂର୍ବାନୁମାନ ଅନୁସାରେ ଧାମରା ଓ ଭିତରକନିକା ମଧ୍ୟରେ ଲ୍ୟାଣ୍ଡଫଲ୍ କଲା ଦାନା । ପବନର ବେଗ ରହିଛି 100 ରୁ 120 କିମି । ବାତ୍ୟା ପ୍ରଭାବରେ ଭିତକନିକା ଅଞ୍ଚଳରେ ପ୍ରବଳ ପବନ ବୋହୁଛି । ଭିତକନିକାରେ ପ୍ରାୟ 1 ମିଟର ପର୍ଯ୍ୟନ୍ତ ମାଡିଗଲା ଜୁଆର ।  

 

ଘଣ୍ଟାଏ ଭିତରେ ଭିତରକନିକା-ଧାମରା ଦେଇ ଯିବ ବାତ୍ୟା । ଜାରି ରହିଛି ବାତ୍ୟା `ଦାନା'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଭିତରକନିକା ହାବେଳିଖଟି ନେଚର କ୍ୟାମ୍ପ ଦେଇ ଗତି କରୁଛି ବାତ୍ୟା । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସକାଳ ଯାଏଁ ଜାରି ରହିବ । 
 

MISSING
33m ago
ସୁବର୍ଣ୍ଣରେଖାରେ ବୁଡ଼ି ଯୁବକ ନିଖୋଜ
ଅର୍ଗସ ବ୍ୟୁରୋ: ସୁବର୍ଣ୍ଣରେଖାରେ ବୁଡ଼ି ଯୁବକ ନିଖୋଜ । ସୁବର୍ଣ୍ଣରେଖାରେ ଗାଧୋଇବାକୁ ଯାଇ ଜଣେ ନିଖୋଜ ହୋଇଥିବା ସୂଚନା ରହିଛି । ଜଳେଶ୍ବର ବ୍ଲକ ଗଡ଼ସାହି ବାଲିଆପାଳ ଗାଁର ଯୁବକ ନିଖୋ
CYCLONE DANA
59m ago
speed 10; ସ୍କ୍ରୋଲ୍ କରନ୍ତୁ... ଖବର ପଢନ୍ତୁ...
କେନ୍ଦ୍ରାପଡାର ହବାଳିଖଟି ନେଚର କ୍ୟାମ୍ପ ନିକଟରେ ସ୍ଥଳଭାଗ ଛୁଇଁଲା ଭୀଷଣ ବାତ୍ୟା ଦାନା .... ପ୍ରବଳ ବର୍ଷା ସହ ଜୋରରେ ବହିଲା ପବନ ଲ୍ୟାଣ୍ଡଫଲ୍ ପରେ କେନ୍ଦ୍ରାପଡ଼ା, ଭଦ୍ରକ
CYCLONE DANA
ସରିଲା ଲ୍ୟାଣ୍ଡଫଲ୍ , କେମିତି ଥିଲା ଦୃଶ୍ୟ ଦେଖନ୍ତୁ ଭିଡିଓ...
ଅର୍ଗସ ବ୍ୟୁରୋ: ବାତ୍ୟା 'ଦାନା'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି । ଦୁର୍ବଳ ହେଉଛି ବାତ୍ୟା ଦାନା । ଧିରେ ଧିରେ କମୁଛି ପବନର ବେଗ । କେନ୍ଦ୍ରାପଡାର ହବାଳି ଖଟ