ସୁବର୍ଣ୍ଣରେଖାରେ ବୁଡ଼ି ଯୁବକ ନିଖୋଜ
by Argus News
Fri, Oct 25 | 9:24 a.m.

ଅର୍ଗସ ବ୍ୟୁରୋ: ସୁବର୍ଣ୍ଣରେଖାରେ ବୁଡ଼ି ଯୁବକ ନିଖୋଜ । ସୁବର୍ଣ୍ଣରେଖାରେ ଗାଧୋଇବାକୁ ଯାଇ ଜଣେ ନିଖୋଜ ହୋଇଥିବା ସୂଚନା ରହିଛି । ଜଳେଶ୍ବର ବ୍ଲକ ଗଡ଼ସାହି ବାଲିଆପାଳ ଗାଁର ଯୁବକ ନିଖୋଜ ହୋଇଥିବା ଜଣାପଡିଛି । ଯୁବକଙ୍କୁ ଖୋଜାଖୋଜି ଜାରି ରହିଛି । 
 

ଚାନ୍ଦବାଲି
31m ago
ଚାନ୍ଦବାଲିରେ ସର୍ବାଧିକ 158.6 ମିମି ବର୍ଷା ରେକର୍ଡ
ଅର୍ଗସ ବ୍ୟୁରୋ : ଚାନ୍ଦବାଲିରେ ସର୍ବାଧିକ ବର୍ଷା ରେକର୍ଡ । ଗତ 24 ଘଣ୍ଟାରେ ଚାନ୍ଦବାଲିରେ ସର୍ବାଧିକ 158.6 ମିମି ବର୍ଷା ରେକର୍ଡ ହୋଇଛି । ରାଜକନିକାରେ 156.0 ମିମି ବର୍ଷା ରେକର୍ଡ ହୋଇଛ
ବାତ୍ୟା ସମୀକ୍ଷା
44m ago
ବାତ୍ୟା ସମୀକ୍ଷା ; ସଫଳ ମୁକାବିଲା ପାଇଁ ସବୁ ବିଭାଗକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ଜିରୋ କାଜୁଆଲିଟିରେ ସଫଳ ମୁଖ୍ୟମନ୍ତ୍ରୀ । ବାତ୍ୟା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ଜିରୋ କାଜୁଆଲିଟିରେ ସଫଳ ହୋଇଛୁ କହିଲେ । ସଫଳ ମୁକାବିଲା ପାଇଁ ସବ
ଭୀଷଣ ବାତ୍ୟା
"ଭୀଷଣ ବାତ୍ୟା" ରୁ "ବାତ୍ୟା"ରେ ପରିଣତ ହେଲା ଦାନା
ଅର୍ଗସ ବ୍ୟୁରୋ : ଦୁର୍ବଳ ହେଲା ଭୀଷଣ ବାତ୍ୟା ଦାନା।ଦୁର୍ବଳ ହୋଇ ଏକ ବାତ୍ୟାରେ ପରିଣତ ହେଲା।ଆସନ୍ତା ୬ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ ବାତ୍ୟା।ଗତ ରାତିର