ସାହୁ ବ୍ରଦର୍ସଙ୍କ ଲାଇସେନ୍ସରେ ଗଦା ଗଦା ଦେଶୀ ମଦ ଭାଟି ଏବଂ ବିଦେଶୀ ଦୋକାନ
by Argus News
Sun, Dec 10 | 4:25 p.m.

ଅର୍ଗସ ବ୍ୟୁରୋ:  ଖଡ଼ିଆଳରେ ବି ଦୀପକ ସାହୁଙ୍କ ଲିଙ୍କ୍ । ନୂଆପଡା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ମଧ୍ୟ ରହିଛି ସାହୁ ବ୍ରଦର୍ସଙ୍କ ଲାଇସେନ୍ସରେ ଗଦା ଗଦା ଦେଶୀ ମଦ ଭାଟି ଏବଂ ବିଦେଶୀ ଦୋକାନ । ଦାଦନ ପ୍ରବଣ, ଉପାନ୍ତ ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଗଦା ଗଦା ମଦ ଦୋକାନ ଖୋଲି ଅଞ୍ଚଳକୁ ସାହୁ ବ୍ରଦର୍ସ ଗରିବି କରୁଥିବା ଅଭିଯୋଗ । ଏହି ଅଞ୍ଚଳରେ ମଧ୍ୟ ରେଡ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅନେକ ସମୟରେ ମଦ ଦୋକାନ, ଭାଟିକୁ ବନ୍ଦ ଏବଂ ସ୍ଥାନାନ୍ତର ପାଇଁ ଦାବି ହେଲେ ବି ସାହୁ ବ୍ରଦର୍ସଙ୍କ ଡରରେ ନେତା ଠୁ ପ୍ରଶାସନ ଚୁପ୍ ।

ଅର୍ଗସରେ ବଡ଼ ଖୁଲାସା । ଦୀପକ ସାହୁଙ୍କ ଟିଟିଲାଗଡ଼ ସ୍ଥିତ ଓମ୍‌ ଭେଲି ସ୍କୁଲ ନେଇ ବଡ଼ ତଥ୍ୟ ଲାଗିଛି ଅର୍ଗସ ହାତରେ । ଗ୍ରାମ୍ୟ ଜଙ୍ଗଲ ଜମିରେ ସ୍କୁଲ କରିଛନ୍ତି ଦୀପକ ସାହୁ । ଏଠି ପ୍ରଶ୍ନ ଉଠୁଛି, ସରକାରୀ ଜମିରେ ସ୍କୁଲ ପାଇଁ ଅନୁମତି ଦେଲା କିଏ ? ୩୯ ଏକର ଜମିରେ କେମିତି ହେଲା ସ୍କୁଲ ? ଏ ସ୍କୁଲ କରିବା ପଛରେ ବିଜେଡିର ବଡ଼ ମନ୍ତ୍ରୀଙ୍କ ହାତ ନାହିଁ ତ । କେଉଁଠୁ ଏତେ ସାହସ ପାଇଲେ ଦୀପକ ସାହୁ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ