ଏକାଦଶୀ ପାଇଁ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ପୀଠରେ ଲାଗିଛି ଭିଡ଼
by Argus News
Tue, Jul 02 | 11:55 a.m.

ଅର୍ଗସ ବ୍ୟୁରୋ: ଏକାଦଶୀ ପାଇଁ ମହାପ୍ରଭୁ ଶ୍ରୀ ଅଲାରନାଥ ପୀଠରେ ଲାଗିଛି ଭିଡ । ମହାପ୍ରଭୁ ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ଦେଉଛନ୍ତି । ଶଙ୍ଖ ଚକ୍ର ଗଦା ପଦ୍ମ ଧାରୀ ଚତୁର୍ଭୁଜ ନାରାୟଣଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।  ଆଜି ମହାପ୍ରଭୁଙ୍କ ପଖରେ ଏକ କୁଇଣ୍ଟାଲରୁ ଅଧିକ ଫଳ ଲାଗି ହୋଇଛି। 

ଆଜି ଭୋର 4 ଟାରୁ ମହାପ୍ରଭୁଙ୍କ ଦ୍ବାର ଫିଟା ଯାଇ ପ୍ରଥମେ ମଙ୍ଗଳ ଆଳତୀ ହୋଇଥିଲା।  ତାପରେ ତଡପଲାଗି, ଅବକାଶ, ଅନବସର ବେଶ, ତୁଳସୀ ଲାଗି ଏବଂ ଗୋପାଳବଲ୍ଲଭ ସରିବା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ସେପଟେ ଶ୍ରୀମନ୍ଦିରରେ ସେବାୟତଙ୍କ ସେବାରେ ଶ୍ରୀଜୀଉମାନେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର  
 

ମୋହନ ସରକାର
13m ago
ମୋହନ ସରକାରଙ୍କ ପାଇଁ ରେକର୍ଡିଂ ହେଲା ନୂଆ ଗୀତ
କଟକ : ରାଜ୍ୟରେ ନୂତନ ମୋହନ ସରକାରଙ୍କ ପାଇଁ କଟକରେ ରେକର୍ଡିଂ ହେଲା ଓଡ଼ିଆ ଗୀତ। କଟକ SK ଷ୍ଟୁଡିଓରେ ଉଭୟ ପୁରୁଷ ଓ ମହିଳା କଣ୍ଠରେ ଏହି ଗୀତଟି ରେକର୍ଡିଂ କରାଯାଇଛି। ଓଡ଼ିଶାରେ ପରିବର୍ତ୍ତ
ରଥଯାତ୍ରା
29m ago
ପୁରୀରେ ଶୃଙ୍ଖଳିତ ତଥା ସୁରକ୍ଷିତ ରଥଯାତ୍ରା ପାଇଁ ମକଡ୍ରିଲ୍
ପୁରୀ : ପୁରୀ ଟାଉନ ଥାନା ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମରେ ରଥଯାତ୍ରା ପାଇଁ ମକଡ୍ରିଲ୍। ଶୃଙ୍ଖଳିତ ତଥା ସୁରକ୍ଷିତ ରଥଯାତ୍ରା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ କିଭଳି ରହିବ ସେନେ
KANGAROO COURT
30m ago
ଡାବୁଗାଁ ଥାନା ଅଞ୍ଚଳରେ କଙ୍ଗାରୁ କୋର୍ଟ, ପ୍ରେମୀ ଯୁଗଳଙ୍କୁ ନିର୍ଦ୍ଧୁମ ମାଡ
ଅର୍ଗସ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ହୃଦୟ ବିଦାରକ କଙ୍ଗାରୁ କୋର୍ଟ। ଦୁଇ ପ୍ରେମୀ ଯୁଗଳଙ୍କ ଆଖିକୁ କପଡାରେ ବାନ୍ଧି ନିର୍ଦ୍ଧୁମ ମାଡ଼ ମାରିଛନ୍ତି ଗାଁଲୋକ