ମୋହନ ସରକାରଙ୍କ ପାଇଁ ରେକର୍ଡିଂ ହେଲା ନୂଆ ଗୀତ
by Argus News
Thu, Jul 04 | 1:20 p.m.

କଟକ : ରାଜ୍ୟରେ ନୂତନ ମୋହନ ସରକାରଙ୍କ ପାଇଁ କଟକରେ ରେକର୍ଡିଂ ହେଲା ଓଡ଼ିଆ ଗୀତ। କଟକ SK ଷ୍ଟୁଡିଓରେ ଉଭୟ ପୁରୁଷ ଓ ମହିଳା କଣ୍ଠରେ ଏହି ଗୀତଟି ରେକର୍ଡିଂ କରାଯାଇଛି। ଓଡ଼ିଶାରେ ପରିବର୍ତ୍ତନ ବିଷୟକୁ ନେଇ ରେକର୍ଡିଂ ହୋଇଛି ଗୀତ। ଏହି ଗୀତରେ ବିଜେଡି ସରକାରଙ୍କ ବିଫଳତା ଓ ବର୍ତ୍ତମାନ ନୂତନ ବିଜେପି ସରକାରଙ୍କ ସଫଳତା ସମ୍ପର୍କରେ ବର୍ଣ୍ଣନା କରାଯାଇଛି।

ଅଧିକ ପଢନ୍ତୁ ଓଡିଶା ଖବର

ସୁରେଶ ବିଶ୍ଵାଳଙ୍କ ଦ୍ଵାରା ଲିଖିତ ଏହି ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୁଧୀର କୁମାର। କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ଅଲିଭା ମହାପାତ୍ର ଓ ପିଣ୍ଟୁ। ଖୁବଶୀଘ୍ର ଏହି ଗୀତଟି ମୁକ୍ତିଲାଭ କରିବାକୁ ଯାଉଛି ବୋଲି କହିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ।

FIRE MISHAP
ଏସି ଓ ଫ୍ରିଜ୍ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ଭୁବନେଶ୍ୱର: ପାହାଳ ନିକଟସ୍ଥ ଏକ ଏସି ଓ ଫ୍ରିଜ୍ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିଶ
ଜିଲ୍ଲାପ୍ରଶାସନ
ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲାପ୍ରଶାସନ
କେନ୍ଦ୍ରାପଡା: ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲା ପ୍ରଶାସନ। ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ପରେ ଭାଙ୍ଗିଲା ପ୍ରଶାସନର ନିଦ। ଲୋକଙ୍କ ପ୍ରତିବାଦ ପରେ ଜାଗିଲ
ପିଏମ୍‌ କିଷାନ
କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା
ଅର୍ଗସ ବ୍ୟୁରୋ: କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ବଢିବ ପିଏମ୍‌ କିଷାନ ହିତାଧିକାରୀଙ୍କ ସଂଖ୍ୟା । କାଳିଆରେ ସାମିଲ କିନ୍ତୁ ପିଏମ୍‌ କିଷାନରୁ ବା