ଜଗା ଦର୍ଶନ ପାଇଁ ୨୫୦ କିଲୋମିଟର ଚାଲିଲେ ଶ୍ରଦ୍ଧାଳୁ
by Argus News
Tue, Jul 02 | 3:55 p.m.

ଆଳି : ପାଖେଇ ଆସୁଛି ରଥଯାତ୍ରା l ରଥଯାତ୍ରା ପାଇଁ ପୁରୀକୁ ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁ ମାନେ ଛୁଟି ଆସୁଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରୁ କିଛି ଶ୍ରଦ୍ଧାଳୁ ଖାଲି ପାଦରେ ଚାଲିଚାଲି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି l ଆଜି ସକାଳୁ ଶ୍ରଦ୍ଧାଳୁ ମାନେ ରାଜକନିକାରୁ ପୁରୀ ଅଭମୁଖେ ବାହାରିଛନ୍ତି l ପାଖାପାଖି ୨୫୦ କିଲୋମିଟର ଚାଲିଚାଲି ଯାଉଛନ୍ତି ଶ୍ରଦ୍ଧାଳୁ 

ଅଧିକ ପଢନ୍ତୁ : ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଦୀର୍ଘ 10 ବର୍ଷରୁ ଉର୍ଦ୍ଧ ହେବ ରଥଯାତ୍ରାରେ ଏହି ଶ୍ରଦ୍ଧାଳୁ ମାନେ କାଳିଆ ଡୋରିରେ ବାନ୍ଧିହୋଇ ପୁରୀକୁ ଯାଉଥିବା ବେଳେ ଆଜି ମଧ୍ୟ ରଥଯାତ୍ରା ନିମନ୍ତେ ରାଜକନିକା ରୁ କାଳିଆ ଠାକୁର ନାମ ନେଇ ଶ୍ରଦ୍ଧାଳୁ ମାନେ ଯାତ୍ରା କରୁଥିବା ନେଇ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ l 

ବିଜେପି ମୁଖ୍ୟମନ୍ତ୍ରୀ
8m ago
ଆଜିଠୁ ବିଧିବଦ୍ଧ କାମ ଆରମ୍ଭ କଲେ ପିପୁଲ୍ସ ସିଏମ୍
ଅର୍ଗସ ବ୍ୟୁରୋ : ତୃତୀୟ ମହଲାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ । ଆଜିଠୁ ବିଧିବଦ୍ଧ କାମ ଆରମ୍ଭ କଲେ ପିପୁଲ୍ସ ସିଏମ୍ । ଓଡିଆ ଭାଷା ଓ ଅସ୍ମିତାର ସୁରକ୍ଷା ପ୍ରତି ମୋହନଙ୍କ ପ୍ରାଥମିକତା
ANGANWADI
47m ago
ଘର କାନ୍ଥରୁ ଝରୁଛି ବର୍ଷାପାଣି, ଛାତରୁ ଖସୁଛି ସିମେଣ୍ଟ ଖଣ୍ଡ
ଅର୍ଗସ ବ୍ୟୁରୋ: ମରାମତି ନାମରେ ଚଳୁ ହେଉଛି ଲକ୍ଷ ଲକ୍ଷ ଟଙ୍କା ହେଲେ ସୁଧୁରି ପାରୁନି ଅଙ୍ଗନବାଡି କେନ୍ଦ୍ର ର ସ୍ଥିତି । ଏବେ ବିପଦସଂକୁଳ ଅବସ୍ଥାରେ ଏହି ଅଙ୍ଗନବାଡି କେନ୍ଦ୍ରରେ ପା
ବ୍ରୋଞ୍ଜ ମେଡାଲ
56m ago
ଚେସ ବିଶ୍ବକପରେ ବ୍ରୋଞ୍ଜ ମେଡାଲ ଜିତିଲେ ଓଡ଼ିଆ ପୁଅ ସାତ୍ତ୍ଵିକ
ଭୁବନେଶ୍ବର : ଚେସ ବିଶ୍ବକପରେ ବ୍ରୋଞ୍ଜ ମେଡାଲ ଜିତିଲେ ଓଡ଼ିଆ ପୁଅ ସାତ୍ତ୍ଵିକ ସ୍ବାଇଁ। ଜର୍ଜିଆରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଅଣ୍ଡର 8, ଅଣ୍ଡର 10 ଓ ଅଣ୍ଡର 12 ଫିଡେ ଚେ