ରାଜଭବନ ରାଜନୀତିକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନଙ୍କ ପ୍ରତିକ୍ରିୟା
by Argus News
Sat, Oct 05 | 4:19 p.m.

ଭୁବନେଶ୍ୱର: ରାଜଭବନ ରାଜନୀତିକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନଙ୍କ ପ୍ରତିକ୍ରିୟା । ରାଜ୍ୟପାଳଙ୍କ ଅଫିସ ମର୍ଯ୍ୟାଦା ସମ୍ପନ୍ନ କାର୍ଯ୍ୟାଳୟ । ଯେତେବେଳେ କିଛି ଲୋକଙ୍କ ମନରେ ହତାଶ ଭାବ ଆସିଯାଏ, ଯେଉଁମାନେ ଅଗଣତାନ୍ତ୍ରିକ, ଯେଉଁ ମାନେ ପରାଜୟକୁ ସ୍ବୀକାର କରି ପାରୁନାହାନ୍ତି, ସେମାନେ ଏଭଳି ମନ୍ତବ୍ୟ ଦେଉଛନ୍ତି ।  ଓଡ଼ିଆ ଲୋକ ତ ନିଷ୍ପତି ନେଲେ । ତାକୁ ମୁଣ୍ଡ ପାତି ସ୍ବୀକାର କରନ୍ତୁ । ସରକାରଙ୍କ ଦୋଷ ତ୍ରୁଟିକୁ ଲୋକଙ୍କ ସାମ୍ନାକୁ ଆଣିବା ତାଙ୍କର ଦାୟିତ୍ୱ । କିନ୍ତୁ ତାଙ୍କ ହତାଶ ଭାବକୁ ରାଜଭବନ ଆଡକୁ ନମୁହାଁନ୍ତୁ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।
 

ROAD
5m ago
୭୦ ବର୍ଷ ପରେ ମଧ୍ୟ ଗାଁକୁ ନାହିଁ ରାସ୍ତା
ଅର୍ଗସ ବ୍ୟୁରୋ: କଳାହାଣ୍ଡି ଜୁନାଗଡ଼ ବ୍ଲକର ରାଜପୁର ପଞ୍ଚାୟତ ଅନ୍ତର୍ଗତ ଝାରବନ୍ଧ ଗାଁର ମାଝୀପଡା। ୫୦ରୁ ଉର୍ଦ୍ଧ୍ଭ ଲୋକ ରହୁଥିବା ଏହି ଗାଁକୁ ନାହିଁ ରାସ୍ତା । ପ୍ରାୟ ୭୦ ବର୍
କାର୍ତ୍ତିକ ମାସ
6m ago
ଏଥର ହବିଷ୍ୟାଳିଙ୍କ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି...
ପୁରୀ: ଆସନ୍ତା 18 ତାରିଖରୁ ଆରମ୍ଭ ହେବ ଧର୍ମ ଓ ପୂଣ୍ୟର ମାସ କାର୍ତ୍ତିକ ମାସ । ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳି ଯୋଜନାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍
ଜୈବ ବିବିଧତା
16m ago
ମହୁ ଚାଷ ଦ୍ୱାରା ଜୈବ ବିବିଧତା ସନ୍ତୁଳନ ସମ୍ଭବ: ଡକ୍ଟର ଶସନୀ
ଭୁବନେଶ୍ୱର: ପୁଷ୍ପ କୃଷି ମିଶନ ଜରିଆରେ ଜୈବ ବିବିଧତାକୁ ସନ୍ତୁଳନ କରିବା ଲକ୍ଷ୍ୟ ନେଇ ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନ ଫୁଲ ଚାଷ ସହ ମହୁ ମାଛି ଚାଷ କୁ ଗୁରୁତ୍ଵ ଦେଉଛି । ଏହ