ନିମାପଡ଼ାରେ ନିର୍ବାଚନୀ ପ୍ରଚାରରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ
by Argus News
Wed, May 29 | 3:03 p.m.

ଅର୍ଗସ ବ୍ୟୁରୋ:  ନିମାପଡ଼ାରେ ନିର୍ବାଚନୀ ପ୍ରଚାରରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭଡ଼ାଟିଆ ହଟିବ ଓ କ୍ରୀତଦାସ ଜେଲ ଯିବ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ । ଆମକୁ ବାହାରିଆ ଓ ଭଡ଼ାଟିଆଙ୍କୁ ହଟାଇବାକୁ ପଡିବ । ପିଇବା ପାଣି ଓ ମୌଳିକ ସୁବିଧାରୁ ଆଜି ବି ନିମାପଡ଼ା ଅଞ୍ଚଳବାସୀ ବଞ୍ଚିତ ଅଛନ୍ତି । ଏମାଟି କ୍ରୀତଦାସଙ୍କୁ ଲୋଡେନି ସ୍ବାଭିମାନୀଙ୍କୁ ଲୋଡେ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଗୁମାସ୍ତାର ଜଣେ କ୍ରୀତଦାସ ଅଛି ସେ ଦଲାଲ ଜେଲ ଯିବ ନିଶ୍ଚୟ । ନିଯୁକ୍ତି ନାଁରେ ଠକେଇ କରୁଥିବା କ୍ରୀତଦାସ ଦିନେ ଜେଲ ଯିବ । ବ୍ଲାକରୋଜ ଘଟଣାରେ କ୍ରୀତଦାସ ଜେଲ ଯିବା ଥୟ । ମାହାଲମାଣ୍ଡା ମାନଙ୍କୁ ଉଚିତ ଜବାବ ଦେବେ ଲୋକେ । ଓଡ଼ିଶାର ନେତୃତ୍ୱ ଓଡ଼ିଆ ଲୋକ ହିଁ ନେବ, କେହି ବାହାରିଆ ନୁହେଁ । ଓଡ଼ିଶାକୁ ଲୁଟ କରୁଥିବା ଲୋକଙ୍କୁ ଉଚିତ ଜବାବ ମିଳିବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ