ଧାରା ୩୭୦କୁ ନେଇ ଶାସକ ଓ ବିରୋଧୀ ଦଳ ସଦସ୍ୟ ମୁହାଁମୁହିଁ
by Argus News
Thu, Nov 07 | 11:10 a.m.

ଅର୍ଗସ ବ୍ୟୁରୋ: ଜମ୍ମୁ ଓ କାଶ୍ମୀର ବିଧାନସଭାରେ ହାଇଡ୍ରାମା। ଧାରା ୩୭୦କୁ ନେଇ ଶାସକ ଓ ବିରୋଧୀ ଦଳ ସଦସ୍ୟ ମୁହାଁମୁହିଁ । ଧାରା ୩୭୦କୁ ପୁଣି ଥରେ ଜମ୍ମୁ ଓ କାଶ୍ମୀରରେ ଲାଗୁ କରିବା ପାଇଁ  ଆଓ୍ବାମୀ ଇତେହାଦ ପାର୍ଟି ବିଧାୟକ ଗୃହରେ ଦାବି କରିବା ସହ ପ୍ଲାକାର୍ଡ ଦେଖାଇଥିଲେ । ଏହାକୁ ବିଜେପି ବିଧାୟକ ମାନେ ପ୍ରବଳ ବିରୋଧ କରିଥିଲେ । ବିଜେପି ସଦସ୍ୟ ମାନେ ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ କରିଥିଲେ । 

ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ସୁନୀଲ ଶର୍ମା ଏଭଳି ଅସାମ୍ବିଧାନିକ ପଦକ୍ଷେପକୁ ଦୃଢ ନିନ୍ଦା କରିଥିଲେ । ଏହା ଦ୍ବାରା ଗୃହର ଗରିମା ନଷ୍ଟ ହେଉଥିବା କହିଥିଲେ ।  ବିଜେପିର ପ୍ରତିବାଦ ସତ୍ତ୍ବେ ପ୍ଲାକାର୍ଡ ନ ହଟାଇବାରୁ ଗୃହରେ ଶାସକ ଓ ବିରୋଧୀ ସଦସ୍ୟ ମୁହାଁମୁହିଁ ହୋଇଥିଲେ ।

J&K ASSEMBLY
15m ago
ଧାରା ୩୭୦କୁ ନେଇ ଜମ୍ମୁରେ ହଲ୍ଲାବୋଲ, ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ...
ଅର୍ଗସ ବ୍ୟୁରୋ: ଜାମ୍ମୁ କାଶ୍ମୀରରେ ନୂଆ ସରକାର ଗଠନ ହେବା ପରେ ପୁଣି ଥରେ ଧାରା ୩୭୦କୁ ନେଇ ବଢିଛି ବିବାଦ । କେନ୍ଦ୍ର ସରକାର ଧାରା ୩୭୦କୁ ଉଠାଇଥିଲେ ୨୦୧୯ରେ । କିନ୍ତୁ ଏହାକୁ ଉଚ୍ଛେ
SUNANDA DAS
36m ago
ସଫା ହୋଇହୋଇ ଆସୁଛି ବିଜେଡି : ପଦ୍ମ ପୋଖରୀକୁ ଡେଇଁଲେ ସୁନନ୍ଦା
ଅର୍ଗସ ବ୍ୟୁରୋ: ବିଜେଡିରେ ଏବେ ସ୍ଥିତି ଭାରି ଗଡବଡ଼ । କାରଣ ଜଣକ ପରେ ଜଣେ ନେତା ଛାଡୁଛନ୍ତି ଦଳ । ଦୁଇ ରାଜ୍ୟସଭା ସାଂସଦ ଦଳ ଛାଡିବା ପରେ ବିଜେଡିର ଚିନ୍ତା ଡବଲ ହୋଇଥିଲା । ହେଲେ ଏବ
PM NARENDRA MODI
41m ago
ଟ୍ରମ୍ପଙ୍କ ସହ ମୋଦିଙ୍କ ସମ୍ପର୍କ ଏତେ ନିବିଡ଼ ହେଲା କେମିତି ?
ଅର୍ଗସ ବ୍ୟୁରୋ: ଆମେରିକାର ରାଷ୍ଟ୍ରପତି ନିର୍ବାଚନର ରେଜଲ୍ଟକୁ ନେଇ ଯେତିକି ଚର୍ଚ୍ଚା ମୋଦି ଓ ଟ୍ରମ୍ପଙ୍କ ସମ୍ପର୍କକୁ ନେଇ ବି ସେତିକି ଚର୍ଚ୍ଚା । କାରଣ ଟ୍ରମ୍ପ ନିର୍ବାଚନରେ ବିଜୟ ହେବା ପର