ଅସନ୍ତୋଷ ହୋଇ ନବୀନ ନିବାସରୁ ଫେରିଲେ ବିଧାୟକ ଭାଗୀରଥି ସେଠୀ
by Argus News
Thu, Mar 28 | 1:20 p.m.

ଅର୍ଗସ ବ୍ୟୁରୋ : ଗତକାଲି ହୋଇଥିଲା ବିଜେଡ଼ି ଟିକେଟ ଘୋଷଣା । ଆଜି ନବୀନ ନିବାସରୁ ନିରାଶ ହୋଇଫେରିଲେ ବିଧାୟକ । ଅସନ୍ତୋଷ ହୋଇ ନବୀନ ନିବାସରୁ ଫେରିଲେ ଆନନ୍ଦପୁର ବିଜେଡି ବିଧାୟକ ଭାଗୀରଥି ସେଠୀ। ସେ କହିଛନ୍ତି , "ମୋତେ କେହି ଭେଟିଲେ ନାହିଁ। ଆଶା ଏବେ ବି ଅଛି। ଯାହା ନିଷ୍ପତ୍ତି ନେବେ ସୁପ୍ରିମୋ।ବିଧାୟକ ମାନଙ୍କୁ ଯେହେତୁ ପ୍ରାଧାନ୍ୟ ମିଳୁଛି ମୁଁ ମଧ୍ୟ ଆଶାରେ ଅଛି।ଯେହେତୁ ଅନେକ ଆସନ ଘୋଷଣା ହୋଇନି ଅପେକ୍ଷା କରିଛି। "

ଅଧିକ ପଢନ୍ତୁ : ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କୁ ପୁଣି ମିଳିଛି ଟିକେଟ

ଅନେକ ପ୍ରତୀକ୍ଷା ଅନେକ ଆଲୋଚନା ପର୍ଯ୍ୟାଲୋଚନା ପରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୨ଟି ବିଧାନସଭା ପଦ ଏବଂ ୧୫ଟି ଲୋକସଭା ପଦ ଘୋଷଣା କରିଛନ୍ତି । ସେଥିରେ ଅନେକ ନୂଆ ମୁହଁଙ୍କୁ ନିର୍ବାଚନ ଲଢିବାକୁ ସୁଯୋଗ ଦେଇଛନ୍ତି ବିଜେଡି ସୁପ୍ରିମୋ । ଯାହାଦ୍ବାରା ଅନେକ ପୁରୁଣା ନେତା ନିରାଶ ହୋଇ ନବୀନ ନିବାସରୁ ଫେରିଛନ୍ତି । ସେହିପରି ଅନେକ ଜଣଙ୍କୁ ୨ ଥର ଟିକେଟ ମିଳିଥିବାରୁ ଏହାକୁ ନେଇ ସେମାନେ ଖୁସିବ୍ୟକ୍ତ ମଧ୍ୟ କରିଛନ୍ତି । 

MODI
ବିଜେଡି ସରକାରକୁ ଧୋଇଦେଲେ ମୋଦି
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ଶାସନ କରୁଛି କିଏ ? ନବୀନ ବାବୁ ସିଏମ ଅଛନ୍ତି ହେଲେ ସୁପର ସିଏମ ଅନ୍ୟ ଜଣେ । ରାଜ୍ୟର ସରକାର ଏବେ ପୂରା ଆଉଟ ସୋର୍ସିଂ ହୋଇଯାଇଛି । ଫୁଲବାଣୀ, ବଲାଙ୍ଗିର ପରେ କିଛ
CM NAVEEN PATNAIK
ବଲାଙ୍ଗିର ପହଞ୍ଚୁ ପହଞ୍ଚୁ ବର୍ଷିଲେ ମୋଦି, ବିଜେଡି ଯିବାର କାଉଣ୍ଟ ଡାଉନ୍‌ ଆରମ୍ଭ !
ଅର୍ଗସ ବ୍ୟୁରୋ : ଆକ୍ରମଣ ହେଲା ଆହୁରି ଶାଣିତ । ନବୀନଙ୍କ ନାଁନେଇ ପ୍ରଶ୍ନ ଉପରେ ପ୍ରଶ୍ନ କଲେ ମୋଦି । ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନରେ ଥଥମମ ବିଜେଡି ନେତା । ମଂଚରେ ଚଢୁଚଢୁ ସିଧା କହିଲେ, ଏଥ
MODI
ନବୀନଙ୍କୁ ଧୋଇଲେ ମୋଦି : କହିଲେ, ବିନା କାଗଜରେ ୩୦ ଜିଲ୍ଲାର ନାଁ କହିପାରିବେନି
ଅର୍ଗସ ବ୍ୟୁରୋ: ରତ୍ନଭଣ୍ଡାର ଚାବି ସମ୍ଭାଳିପାରୁନାହାନ୍ତି ସରକାର କଣ ସମ୍ଭାଳିବେ ? ଇଏ ଏମିତି ମୁଖ୍ୟମନ୍ତ୍ରୀ ଯିଏ କି, ବିନା କାଗଜରେ ନିଜ ଜିଲ୍ଲାର ନାଁ କହିପାରୁନାହାନ୍ତି କି ରାଜ୍ୟ