ଡୋନାଲ୍ଡ ଟ୍ରମ୍ପଙ୍କ ସୁବୁ ମିଟିଙ୍ଗରେ ପାଖେ ପାଖେ  ଥାଆନ୍ତି ଏଲିୟନ୍ସ !  
by Argus News
Fri, Jul 26 | 6:22 p.m.

ନୂଆଦିଲ୍ଲୀ: ଟ୍ରମ୍ପଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ଦେଲେ ଏଲିୟନ୍ସ ।  ଜୁଳାଇ ୧୩ ରେ ପେନସିଲଭେନିଆରେ ଟ୍ରମ୍ପଙ୍କ ଉପରେ ହୋଇଥିଲା ଫାୟରିଙ୍ଗ।  ତେବେ ସେହି ସମୟରେ ହୋଇଥିବା  ଫାୟରିଙ୍ଗର  ଏକ ଭିଡିଓ ସାମ୍ନାକୁ  ଆସିଛି।  ଯେଉଁ ଥିରେ ଏଲିୟନ୍ସଙ୍କୁ ଦେଖିବାକୁ ମିଲିଛି। ଯାହାକୁ ନେଇ ବଢିଛି ଚର୍ଚ୍ଚା ।  ଭିଡିଓରେ ଦାଖାଯାଇଛି ଯେ, ଫାୟରିଙ୍ଗ ସମୟରେ ଆକାଶରେ ଏଲିନ୍ସମାନେ ଉଡୁଥିଲେ। ଯେଉଁଥିପାଇଁ  କୁହାଯାଉଛି ଯେ, ଏଲିୟନ୍ସ ଟ୍ରମ୍ପଙ୍କ ଜୀବନ ବଞ୍ଚାଇ ଦେଲେ। ତେବେ ଭିଡିଓରେ ଦେଖିବାକୁ ମିଳିଛି ଯେ,  ଟ୍ରମ୍ପକୁ ଗୁଳି ଲାଗିବାର କିଛି ସମୟ ପୂର୍ବରୁ  ଉଡୁଥିବା ଆମେରିକୀୟ ପତାକା ନିକଟରେ ଏଲିୟନ୍ସମାନେ ଘୁରି ବୁଲୁଥିଲେ।  ଯେମିତି  ସିକ୍ରେଟ ସର୍ଭିସ ଟ୍ରମ୍ପଙ୍କୁ ବଞ୍ଚାଇବାକୁ  ମଞ୍ଚ ଉପରକୁ ଆସିଥିଲେ ସେଠାରେ ସେ ଅନ୍ୟ ଏକ ବସ୍ତୁ ଉପସ୍ଥିତ ଥିବା ଦେଖିବାକୁ ପାଇଥିଲେ।    

ଟ୍ରମ୍ପଙ୍କ ରାଲିରେ ସୁବୁବେଳେ ଥାଆନ୍ତି ଏଲିୟନ୍ସ  

ଆକାଶରେ  ନଜର ଆସିଥିବା  ୟୁଏଫଓ ଅର୍ଥାତ ଏଲିୟନ୍ସଙ୍କୁ  Guardian Angels (ଗାର୍ଡିଆନ ଏଞ୍ଜଲସ୍‌)  ବୋଲି  କହୁଛନ୍ତି ସୋସିଆଲ ମିଡିଆ ୟୁଜର୍ସ ।  ୟୁଜର୍ସ  ମଧ୍ୟ  ଭିଡିଓ ଦେଖିଲା ପରେ କହୁଛନ୍ତି ଯେ ଏଲିୟନ୍ସ ଟ୍ରମ୍ପଙ୍କ ଜୀବନ ବଞ୍ଚାଇଲେ।  ଟ୍ରମ୍ପ ନିଜେ ମଧ୍ୟ ଆକ୍ରମଣର କିଛି ଦିନ ପରେ  କହିଥିଲେ ମୋତେ ଇଶ୍ୱର ବଞ୍ଚାଇଦେଲେ।  ନୂଆ ତଥ୍ୟ ଅନୁସାରେ  ଟ୍ରମ୍ପଙ୍କ ରାଲିରେ ସୁବୁବେଳେ ଉପସ୍ଥିତ ରହିଥାନ୍ତି ଏଲିୟନ୍ସ। ଆଉ ରକ୍ଷା କରିଥାନ୍ତି ଟ୍ରମ୍ପଙ୍କୁ ।  ତେବେ ଏଠି  ପ୍ରଶ୍ନ ଉଠିପାରେ ଯେ ଆକ୍ରମଣ ସମୟରେ ଆକାଶ ଉଡୁଥିବା ବସ୍ତୁ ଡ୍ରୋନ ବି ହୋଇଥାଇପାରେ ?  କିନ୍ତୁ ନା..  କିଛି ରିପୋର୍ଟ ରେ ଏହା ଖଣ୍ଡନ କରାଯାଇ  କୁହାଯାଇଛି ଯେ, ସେହି ସମୟରେ ସିକ୍ରେଟ ସର୍ଭିସ ଏଜେନ୍ସି କୌଣସି  ପ୍ରକାରର ଡ୍ରୋନର ବ୍ୟବହାର  କରିନଥିଲେ କି ଅନୁମତି ଦେଇନଥିଲେ। କିଛି ଅନ୍ତର୍ଜାତୀୟ  ଗଣମାଧ୍ୟମ ଅନୁସାରେ ଏହା କୁହାଯାଉଛି ଯେ ଟ୍ରମ୍ପଙ୍କୁ ରକ୍ଷା କରିଦେଲେ ଏଲିୟନ୍ସ।  
 
 ଅଧିକ ଦେଖନ୍ତ : 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା