ଦାନା ଭୟରେ କଞ୍ଚା ଧାନ ଅମଳ
by Argus News
Tue, Oct 22 | 5:44 p.m.

ଅର୍ଗସ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ଦାନା ଭୟରେ ଚାଷୀ ଆତଙ୍କିତ, ଧାନ ଅମଳ ର ସମୟ ହୋଇନଥିଲେ ମଧ୍ୟ କଞ୍ଚା ଧାନ କାଟିବାକୁ ବାଧ୍ୟ ହୋଇଛି ଚାଷୀ। 30 ରୁ 40 ପ୍ରତିଶତ ଧାନ କଞ୍ଚା ଥିଲେ ମଧ୍ୟ ଚାଷୀ ମେସିନ ସାହାଯ୍ୟରେ ଧାନ କାଟି ତରବରିଆ ଭାବେ ଧାନ କୁ ଶୁଖାଇ ସାଇତିବାକୁ ପ୍ରୟାସ ଜାରି ରଖିଛି। 

ସେହିଭଳି ପନିପରିବା, ଫୁଲ ଓ ଛତୁ ଚାଷୀ ମଧ୍ୟ ଫସଲ ତୋଳିବାକୁ ବାଧ୍ୟ ହେଉଛି। ତେବେ TV ମାଧ୍ୟମରେ କୃଷି ବିଭାଗ ତରଫର ପରାମର୍ଶ ମୁତାବକ ବଢ଼ି ପାଣିରୁ କୁଟାଖିଅ ସଦୃଶ ସଞ୍ଚୟ କରିବାକୁ ଚେଷ୍ଟା କରିଥିବା ଚାଷୀ କହିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର