ମନଇଚ୍ଛା କ୍ଲିନିକ୍ ଖୋଲି ବସିଥିଲେ ଅବସରପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀ
by Argus News
Wed, Oct 02 | 3:47 p.m.

ବଲାଙ୍ଗୀର: ଟିଟିଲାଗଡ଼ ଥାନା ଅନ୍ତର୍ଗତ ପୁତୁଲି ଗ୍ରାମରେ ପୋଲିସ ହାବୁଡରେ ନକଲି ଡାକ୍ତର । ଟିଟିଲାଗଡ଼ ପୁଲିସ ନକଲି ଡାକ୍ତରଙ୍କୁ ଗିରଫ ସହ  କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଏନେଇ ଟିଟିଲାଗଡ଼ ପୋଲିସ ସୂଚନା ଦେଇଛି ଯେ, ଗ୍ରାମରେ ଜଣେ ଅବସର ପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀ ରାଜେନ୍ଦ୍ର ହରପାଲ ବିନା ଲାଇସେନ୍ସରେ କ୍ଲିନିକ ଖୋଲି ରୋଗୀଙ୍କ ଚିକିତ୍ସା କରୁଥିବା ନେଇ ଅଭିଯୋଗ ଆସିଥିଲା । 

ସେ ମନଇଚ୍ଛା କ୍ଲିନିକ୍ ଖୋଲି ରୋଗୀଙ୍କୁ ସାଲାଇନ ଲଗାଉଥିବା, ଔଷଧ ଦେଉଥିବା ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଗତ ରାତ୍ରୀରେ ଟିଟିଲାଗଡ଼ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ. ଡା. ପ୍ରଦୀପ ନାୟକ,  ଏସଡ଼ିପିଓ, ଥାନା ଆଇଆଇସି ବିଶ୍ୱଜିତ ମନବୋଧ ଏବଂ ଡ୍ରଗ୍ସ ଇମ୍ସପେକ୍ଟର ମିଳିତ ଚଢ଼ାଉ ସହ ଅନେକ ପ୍ରକାର ଔଷଧ ସମେତ ବିଭିନ୍ନ ସାମଗ୍ରୀ ଜବତ କରିଥିଲେ l ଔଷଧର କୌଣସି ବିଲ୍ ମଧ୍ୟ ନଥିଲା । ଏନେଇ ପୁଲିସ  ପକ୍ଷରୁ ଅଧିକ ତଦନ୍ତ ଜାରି ରହି ଥିବା ଜଣାପଡିଛି । 

ଆହୁରି ପଢନ୍ତୁ ଓଡିଶା ଖବର...

VILLAGE
10m ago
ମୌଳିକ ସୁବିଧାରୁ ବଞ୍ଚିତ କିମ୍ବାଝୁଲା ଓ ଡ଼େରିଙ୍ଗାଗୁଡା
ଅର୍ଗସ ବ୍ୟୁରୋ: ନା ଅଛି ପକ୍କା ରାସ୍ତାର ସୁବିଧା ନା ମୁଣ୍ଡ ଉପରେ ଅଛି ପକ୍କା ଘରର ବ୍ୟବସ୍ଥା। ସରକାରୀ ଯୋଜନା ଏଠି ଉପହାସ । ରାୟଗଡା ପଦ୍ମପୁର ବ୍ଳକ ନାଇରା ପଂଚାୟତ କିମ୍ବାଝୁଲ
ସୂରଜ ସୂର୍ଯ୍ୟବଂଶୀ
12m ago
କଥା ଦେଇଥିଲେ ମୁଖ୍ୟମନ୍ତ୍ରୀ, ସରଜମିନ ତଦନ୍ତ କଲେ ସୂରଜ ସୂର୍ଯ୍ୟବଂଶୀ
କେନ୍ଦୁଝର: କେନ୍ଦୁଝରରେ ହେବ ବିଶ୍ୱସ୍ତରୀୟ ଷ୍ଟାଡିୟମ । ଆଜି ରାଜ୍ୟ କ୍ରୀଡା ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜ କେନ୍ଦୁଝର ଆସି ସଦର ବ୍ଳକ ରାଙ୍କିଠାରେ ପ୍ରସ୍ତାବିତ ଷ୍ଟାଡ଼ିୟମର ସର ଜମିନ ତଦନ୍
କୋଲକାତା ଲଜ୍ଜା
18m ago
କାର୍ଯ୍ୟବନ୍ଦ ଆନ୍ଦୋଳନକୁ ପୁଣି ଓହ୍ଲାଇଲେ ଜୁନିୟର ଡାକ୍ତର,ବଢିଲା ଦିଦିଙ୍କ ଟେନସନ
ଅର୍ଗସ ବ୍ୟୁରୋ:ମମତାଙ୍କୁ ଦିଶୁନି ବୁଦ୍ଧିବାଟ,ପୁଣି କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜୁନିୟର ଡାକ୍ତର,କିଛି ଦିନର ବିରାମ ପରେ ଆରମ୍ଭ ହୋଇଛି ନ୍ୟାୟ ପାଇଁ ଲଢେଇ,ସରୁନି ଲୁଚକାଳି ଖେଳ