ଘଣ୍ଟାଏ ବିନା ବିଦ୍ୟୁତରେ ବିତାଇବେ ବିଶ୍ୱବାସୀ
by Argus News
Sat, Mar 23 | 12:20 p.m.

ପୁରୀ:  ଘଣ୍ଟାଏ ବିନା ବିଦ୍ୟୁତରେ ବିତାଇବେ ବିଶ୍ବବାସୀ । ରାତି ୮ଟା ୩୦ ରୁ ୯ ଟା ୩୦ ପର୍ଯ୍ୟନ୍ତ ପାଳନ କରାଯିବ ଆର୍ଥ ଆୱର । ଆଜି ସମଗ୍ର ବିଶ୍ବରେ ପାଳନ ହେବାକୁ ଯାଉଛି EARTH HOUR । WORLD WIDE FOND FOR NATURE ଦ୍ବାରା ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ପାଳିତ ହୋଇଥାଏ EARTH HOUR ।

୨୦୦୮ରୁ ଏହି ଦିବସ ସାରା  ବିଶ୍ୱରେ ପାଳିତ ହେଉଛି । ପାଖାପାଖି ୧୯୦ଟି ଦେଶ EARTH HOUR  ପାଳନ କରିଆସୁଛନ୍ତି । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ଏକ ସଚେତନତା ବାର୍ତ୍ତା ଦେଇଛନ୍ତି । 

SWITCH OFF, GIVE AN HOUR FOR EARTH ର ବାର୍ତ୍ତା ଏହି ବାଲୁକାକଳା ମାଧ୍ୟମରେ ଦେଇଛନ୍ତି ସୁଦର୍ଶନ । ସମସ୍ତ ଅନାବଶ୍ୟକ ବିଦ୍ୟୁତ୍ ଉପକରଣକୁ ବନ୍ଦ ରଖିବାକୁ ବାଲୁକାକଳା ମାଧ୍ୟମରେ ବିଶ୍ୱବାସୀଙ୍କୁ ଅନୁରୋଧ କରିଛନ୍ତି ।

 

ଆହୁରି ପଢନ୍ତୁ ଭାରତ ଖବର...
 

DHARMENDRA PRADHAN
12m ago
ବିଜେଡିକୁ ଟାର୍ଗେଟ୍ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ: ବିଜେଡିକୁ ସିଧା ଟାର୍ଗେଟ୍ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡିର ପ୍ରଧାନମନ୍ତ୍ରୀ ଚେହେରା କିଏ ବୋଲି ପ୍ରଶ୍ନ କଲେ ଧର୍ମେନ୍ଦ୍ର
WEATHER
32m ago
ତାତିରୁ ମିଳିଛି ତ୍ରାହି, ୧୨ ଯାଏଁ ଗ୍ରୀଷ୍ମ ପ୍ରବାହ ନାହିଁ !
ଅର୍ଗସ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁ ତାତିରୁ ତ୍ରାହି ମିଳିଛି । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଦେଖାଯାଉନି
PANDIAN
39m ago
ପଦାରେ ପଡିଲା ପାଣ୍ଡିଆନଙ୍କ ମିଛ
ଅର୍ଗସ ବ୍ୟୁରୋ: ପୁଣି ପଦାରେ ପଡିଲା ବିଜେଡି ନେତା ପାଣ୍ଡିଆନଙ୍କ ମିଛ । ମିଛରେ ସେ ମାଷ୍ଟ୍ରି କରିଥିବା ଅଭିଯୋଗ ହୋଇଛି । ପଦ୍ମପୁର ନିର୍ବାଚନୀ ସଭାରେ ସେ କହିଛନ୍ତି, ଲୋକ ଲଗା