ସନ୍ଧ୍ୟାରେ ଭୋକ ଲାଗିଲେ ଏହାକୁ ଖାଆନ୍ତୁ
by Argus News
Tue, May 14 | 5:01 p.m.

ଅର୍ଗସ ବ୍ୟୁରୋ: ବର୍ତ୍ତମାନ ମୋଟା ପଣ ଗୋଟେ ବଡ ସମସ୍ୟା ସମସ୍ତଙ୍କ ପାଇଁ। କିନ୍ତୁ ସନ୍ଧ୍ୟାରେ ଯଦି ଆପଣ ମାନେ ସ୍ୟସ୍ଥ ଉପଯୋଗୀ ଖାଦ୍ୟ ନଖାଆନ୍ତି । ତେବେ ମୋଟା ପଣ ବଢିଥାଏ । ଅଧିକାଶଂ ଲୋକଙ୍କୁ ସନ୍ଧ୍ୟାରେ ସମୟରେ ଅଧିକ ଭୋକ ଲାଗିଥାଏ ।ଆଉ ଠିକ ସେହି ସମୟରେ ଲେକମାନେ ବାହାରର ତେଲ ଭଜା ଖାଦ୍ୟ ଖାଇଥାନ୍ତି । ଆଉ ସେଥିପାଇଁ ଶରୀରର ମୋଟା ପଣ ବଢିବାକୁ ଲାଗିଥାଏ । ତେବେ ସନ୍ଧ୍ୟାର ଖାଇବାର ଧ୍ୟାନ ଦିଅନ୍ତୁ ।ଯେବେ ସନ୍ଧ୍ୟାରେ ଭୋକ ଲାଗୁଛି ଖାଆନ୍ତୁ ଏପରି ଜିନିଷ ଖାଆନ୍ତୁ ଯେମିତି ବଢିବ ନାହିଁ ଆପଣଙ୍କ ଓଜନ । ତେବେ କ'ଣ ଖାଇବା ଆସନ୍ତୁ ଜାଣିବା । 

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

ସନ୍ଧ୍ୟା ସମୟରେ ଭୋକ ହେଲେ ଡ୍ରାଏ ଫ୍ରୁଟସ୍ ଖାଆନ୍ତୁ କାରଣ ଏଥିରେ ଫାଇବର ପ୍ରଚୁର ପରିମାଣରେ ଯାହା ଅଧିକ ସମୟ ପର୍ଯ୍ୟନ୍ତ ଭୋକ ହୋଇନଥାଏ । ସନ୍ଧ୍ୟା ସମୟରେ ଗ୍ରୀନ ଟି ପିଅନ୍ତୁ । ଏହାକୁ ପିଇବା ଦ୍ଵାରା ଆପଣଙ୍କ ଶରୀରକୁ ସୁସ୍ଥ ରଖିଥାଏ । ତା ସହ ସନ୍ଧ୍ୟା ବେଳେ ଗଜା ମୁଗ ଖାଇବା ବହୁର ଭଲ ହୋଇଥାଏ । ପନୀର ଖାଇଲେ ବି ସ୍ୟସ୍ଥ ପ୍ରତି ଭଲ ହୋଇଥାଏ  କାରଣ ପନୀନରେ କ୍ୟାଲସିୟମ ଭରପୂର ହୋଇ ରହିଛି । ଆଉ କଦଳୀ ଖାଇଲେ ଅଧିକ ସ୍ୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ । 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ