ଶୋଇବା ପୂର୍ବରୁ ଏହି ଜିନିଷ ଗୁଡିକ ଖାଆନ୍ତୁ
by Argus News
Wed, Mar 27 | 5:58 p.m.

ଅର୍ଗସ ବ୍ୟୁରୋ: ସ୍ୟାସ୍ଥ ଠିକ୍ ରହିଵା ପାଇଁ  ଖାଇଵା ଯେତିକି ଆଵଶ୍ୟକ ଶୋଇଵା ମଧ୍ୟ ସେତିକି ଆଵଶ୍ୟକ । କିନ୍ତୁ ରାତିରେ  ଶୋଇଵାକୁ ଚାହିଁଲେ  ମଧ୍ୟ ନିଦ ହୁଏ ନାହିଁ । ଆପଣ ବିଶ୍ୱାସ କରିବେନି  କି ଯଦି ଆପଣ ଶୋଇବା ପୂର୍ବରୁ ଏହି ଜିନିଷ ଗୁଡିକ ଖାଆନ୍ତୁ ତେବେ ଆପଣ ଶୀଘ୍ର ଶୋଇପାରିଵେ। 

ଯଦି ଆପଣ ଶୋଇପାରୁ ନାହାଁନ୍ତି ତେବେ ଏପରି ସମୟରେ କିଛି ଖାଇବା ଉଚିତ୍ କି। ସାଧାରଣତ  ଲୋକମାନେ ଜାଣନ୍ତି ଯେ ନଶୋଇପାରିଲେ  ଖାଇବା କିମ୍ବା ପିଇବା ଉଚିତ୍ ନୁହେଁ ।  କଫି, ମଦ୍ୟପାନ, ଚା, ମିଠା ଖାଇବା ଠାରୁ ଦୂରେଇ ରିହନ୍ତୁ । ଶୋଇବା ସମୟକୁ  ଗୁରୁତ୍ଵ ଦିଆଯାଉଛି  ଶୋଇବା କେବଳ ମସ୍ତିଷ୍କ ପାଇଁ ନୁହେଁ ବରଂ ଏକ ସୁସ୍ଥ ଶରୀର ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏହା ମଧ୍ୟ ଆମର ମନୋବଳ ଏବଂ ଏକାଗ୍ରତା ସ୍ତରକୁ  ଵଢାଇଵାରେ ସାହାଯ୍ୟ କରେ । ଆଉ ନିଦ କମ୍  ନିଦ ହେତୁ ଆପଣଙ୍କର ଶରୀର ଅସୁସ୍ଥ ହେଇଥାଏ ।  

ବିଶେଷଜ୍ଞମାନଙ୍କ କହିଵା ଅନୁସାରେ ଶୋଇବା ପୂର୍ବରୁ କଦଳୀ ଖାଇଲେ  ଶୋଇବାରେ ବହୁତ ସାହାଯ୍ୟ କରିଥାଏ କାରଣ ଏଥିରେ ଟ୍ରାଇପଟୋଫାନ୍ ମଧ୍ୟ ରହିଥାଏ । ଟ୍ରିପ୍ଟୋଫାନ୍ ହେଉଛି ଏକ ଆମିନୋ ଏସିଡ୍ ଯାହା ଶରୀରରେ ସେରୋଟୋନିନ୍ ଏବଂ ମେଲାଟୋନିନ୍ ନାମକ ହରମୋନ୍ ଉତ୍ପାଦନ କରିଥାଏ ଯାହା ସହଜରେ ଶୋଇବାରେ ସାହାଯ୍ୟ କରିଥାଏ ।  ଏଥିରେ ମୁଖ୍ୟ ସମାଧାନ ହେଉଛି ଶୋଇବା ପୂର୍ବରୁ ଇଲେକ୍ଟ୍ରନିକ ଡିଭାଇସ୍ ର ବ୍ୟବହାର ନକରିବା ଉଚିତ ।   

ଶୋଇବା ପୂର୍ଵରୁ କିଛି ବାଦାମ ଖାଇଲେ ମଧ୍ୟ ଭଲ ଯାହା ଶୋଇବାରେ ସାହାଯ୍ୟ କରିଥାଏ ।  ବାଦାମରେ ମ୍ୟାଗ୍ନେସିୟମ୍ ଥାଏ ଯାହା ମାଂସପେଶୀକୁ  ଆରାମ ଏବଂ ଶୋଇବାରେ ସାହାଯ୍ୟ କରିଥାଏ ।  ଏହା ମଧ୍ୟ ପ୍ରୋଟିନ୍ ଯୋଗାଏ ଯାହା ଶୋଇବା ସମୟରେ ରକ୍ତର ସ୍ତରକୁ ସ୍ଥିର ରଖିବାରେ ସହାୟକ ହୋଇଥାଏ । କଦଳୀ ଖାଇଲେ ମଧ୍ୟ ଶୋଇଵାରେ ସାହାର୍ଯ୍ୟ କରିଥାଏ । 
 

OPENING OF KEDARNATH
16m ago
ସ୍ଥିର ହେଲା ତିଥି, ଏହି ଦିନ ଖୋଲିବ ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଧାମର କବାଟ
ଅର୍ଗସ ବ୍ୟୁରୋ : ଚାରି ଧାମ ଯାତ୍ରା ପାଇଁ ଆସିଲା ବଡ଼ ଖବର । ତ୍ତରାଖଣ୍ଡର ଅର୍ଥାତ୍ ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଧାମର ଯାତ୍ରାର ଦ୍ୱାର ଖୋଲିବାର ତାରିଖ ଘୋଷଣ
HOROSCOPE
32m ago
ଜାଣନ୍ତୁ ଆଜିର ରାଶିଫଳ : କର୍ମକ୍ଷେତ୍ରରେ ଏହି ରାଶିଙ୍କୁ ମିଳିପାରେ ବଡ ସଫଳତା
ଅର୍ଗସ ବ୍ୟୁରୋ : ୦୯.ଗୁରୁବାର : ଜାଣନ୍ତୁ ଆଜିର ରାଶିଫଳ ଏହି ରାଶିର ଲୋକ ଆଜି ଚାକିରିରେ ଉନ୍ନତି କରିବେ ମେଷ- କର୍ମକ୍ଷେତ୍ରରେ ବିଫଳ ହେବ । ରାଜନିତିରେ ଲୋକଙ୍କ ପ୍ରିୟ ରହିବେ
IPL
37m ago
ଇତିହାସ ରଚିଲା ସନରାଇଜର୍ସ ହାଇଦ୍ରାବାଦ
ଅର୍ଗସ ବ୍ୟୁରୋ : ଆଇପିଏଲ୍ ୨୦୨୪ ର ୫୭ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ସହିତ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀ