ବିଶ୍ଵ ଏନଜିଓକୁ ଘାଣ୍ଟୁଛି ଇଡି
by Argus News
Thu, Dec 19 | 4:26 p.m.

ଅର୍ଗସ ବ୍ୟୁରୋ:  ଦ୍ୱିତୀୟ ଦିନରେ ମଧ୍ୟ ସମ୍ବଲପୁରରେ ଇଡି ରେଡ ଜାରି । ବିଶ୍ଵ ଏନଜିଓକୁ ଘାଣ୍ଟୁଛି ଇଡି । ସହରର ଦାନିପାଲିସ୍ଥିତ ବିଶ୍ବ ଏନଜିଓର ମୁଖ୍ୟ କାର୍ଯ୍ୟାଳୟ, ଏହାର ପ୍ରତିଷ୍ଠାତା ସମ୍ପାଦକ ପିତବାସ ସେଠୀଙ୍କ ଘରେ, ଧନୁପାଲିରେ ଥିବା ବିଶ୍ବ ଜିମ୍ ଓ ମୁଦିପଡାରେ ଇଡିରେ ରେଡ ଚାଲିଛି । ଗତକାଲି ଭୋର ସକାଳୁ ରେଡ ଚାଲିଥିବା ବେଳେ ବିଲମ୍ବିତ ରାତ୍ରିରେ ବାହାରିଥିଲେ । ଆଜି ଭୋରରୁ ପୁଣି ରେଡ ଜାରି କରାଯାଇଛି । ବିଞ୍ଝାରପୁର ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ NGO `ବିଶ୍ଵ' ନାଁରେ ଋଣ ଜାଲିଆତି ।

ଜାତୀୟ ଓ ଅନ୍ତର୍ଜାତୀୟ ବ୍ୟାଙ୍କରୁ 231 କୋଟି ଋଣ ସୁଝିନଥିବା ଅଭିଯୋଗରେ EDର ବଡ଼ ଚଢ଼ାଉ  । NGO ନାଁରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ବ୍ୟାଙ୍କଠାରୁ 231 କୋଟି ଟଙ୍କା ଋଣ ଆଣିଥିଲା ଏହି ସଂସ୍ଥା । SSGଙ୍କୁ ଲୋନ ଦେବା ନାଁରେ ଟଙ୍କା ଜାଲିଆତି କରାଯାଇଥିବା ଅଭିଯୋଗ ଆସିବା ପରେ ରେଡ କରିଛି ଇଡି । କ୍ଷୀରୋଦଙ୍କ ମୃତ୍ୟୁ ପରେ NGO ଚଳାଉଛନ୍ତି ତାଙ୍କ ପୁଅ ଦେବବ୍ରତ ମଲ୍ଲିକ ।

ରାହୁଲ
3m ago
ରାହୁଲ ମାନିଲେ ସେ ଠେଲିଛନ୍ତି
ଅର୍ଗସ ବ୍ୟୁରୋ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଧକ୍କାରେ ଫାଟିଲା ବିଜେପି ସାଂସଦ ପ୍ରତାପ ଷଡଙ୍ଗୀଙ୍କ ମୁଣ୍ଡ । ପୁରା ଘଟଣା ଘଟିଥିଲା କିଛି ଏପରି । ନୂଆ ସଂସଦର ପ୍ରବେଶ ପଥର
ପ୍ରତାପ ଷଡଙ୍ଗୀ
13m ago
ପ୍ରତାପ ଗୁରୁତର ଆହତ, ହସ୍ପିଟାଲରେ ଭର୍ତ୍ତି
ଅର୍ଗସ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଧକ୍କାରେ ଫାଟିଲା ବିଜେପି ସାଂସଦ ପ୍ରତାପ ଷଡଙ୍ଗୀଙ୍କ ମୁଣ୍ଡ । ପୁରା ଘଟଣା ଘଟିଥିଲା କିଛି ଏପରି । ନୂଆ ସଂସଦର ପ୍ରବେଶ ପଥର
ରେଲୱେ ଚାକିରୀ
50m ago
ରେଲୱେ ଚାକିରୀ ନାଁରେ 30 ଲକ୍ଷ ଟଙ୍କା ଠକେଇ ଅଭିଯୋଗ
ଅର୍ଗସ ବ୍ୟୁରୋ: IAS ଅଫିସରର ପରିଚୟ ଦେଇ ଲକ୍ଷ ଲକ୍ଷ ଟଙ୍କାର ଠକେଇ । ରେଲୱେ ଚାକିରୀ କରାଇଦେବା ନାଁରେ 30 ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଘଟଣାରେ କଟକର ଡାନିଏଲ ରାଜୁଙ୍କୁ ଗିରଫ କରିଛ
NETWORK
ଗାଁରେ ମିଳୁନି ନେଟୱାର୍କ ସେବା
ଅର୍ଗସ ବ୍ୟୁରୋ: ଆଜିର ଯୁଗରେ ନେଟୱର୍କ ବିନା ଚଳିବା ବହୁତ କଷ୍ଟ । କାରଣ ଅଫିସ କାମ ଠାରୁ ଆରମ୍ଭ କରି ପେମେଣ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟ ଅନଲାଇନରେ ହେଉଛି । କିନ୍ତୁ ଆଜ
ମହୁମାଛି
ମହୁମାଛି ଆକ୍ରମଣରେ 20ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ
ଅର୍ଗସ ବ୍ୟୁରୋ: ମହୁମାଛି ଆକ୍ରମଣରେ 20ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଡେରାବିଶ ବ୍ଲକ ଅଧୀନ ଫକୀରାବାଦ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଚାଲୁଥିବା ସମୟର