ରେଲୱେ ଚାକିରୀ ନାଁରେ 30 ଲକ୍ଷ ଟଙ୍କା ଠକେଇ ଅଭିଯୋଗ
by Argus News
Thu, Dec 19 | 6:46 p.m.

ଅର୍ଗସ ବ୍ୟୁରୋ:  IAS ଅଫିସରର ପରିଚୟ ଦେଇ ଲକ୍ଷ ଲକ୍ଷ ଟଙ୍କାର ଠକେଇ । ରେଲୱେ ଚାକିରୀ କରାଇଦେବା ନାଁରେ 30 ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଘଟଣାରେ କଟକର ଡାନିଏଲ ରାଜୁଙ୍କୁ ଗିରଫ କରିଛି ବିଡାନାସି ପୋଲିସ ।... ଡାନିଏଲଙ୍କ ବ୍ୟତୀତ ଘଟଣାରେ ଜଣେ ମହିଳାଙ୍କ ସଂପୃକ୍ତି ଅଭିଯୋଗ। ମହିଳା ଜଣଙ୍କ ନିଜକୁ IAS ଅଫିସରର ପରିଚୟ ଦେବା ସହ ପଞ୍ଚାୟତରାଜ ବିଭାଗରେ ଦାୟିତ୍ବ ନେଇଥିବା ଥିବା କହି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି ।

ARRESTED
11m ago
୮  ଆତଙ୍କବାଦୀଙ୍କୁ ଗରିଫ କରିଛି ଆସାମ ପୋଲିସ ଏସଟିଏଫ
ଅର୍ଗସ ବ୍ୟୁରୋ: ଆସାମ ପୋଲିସକୁ ବଡ଼ ସଫଳତା । ଗୌହାଟିରୁ ୮ ଆତଙ୍କବାଦୀଙ୍କୁ ଗରିଫ କରିଛି ଆସାମ ପୋଲିସ ଏସଟିଏଫ । ଏହି ଗ୍ୟାଙ୍ଗ ଭାରତରେ ବେଆଇନ ଅନୁପ୍ରବେଶ କରିବା ପରେ ବିଭିନ୍
FOCUS
କେନ୍ଦ୍ର ସରକାରଙ୍କ ଫୋକସରେ ଲଗାତାର ଓଡ଼ିଶା
ଅର୍ଗସ ବ୍ୟୁରୋ: ଡିସେମ୍ବର ୨୮ ରୁ ୩୦ ମଧ୍ୟରୁ ଯେ କୌଣସି ଦୁଇ ଦିନ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତ
ଦଲାଲ
ଦଲାଲଙ୍କୁ ସାହାଯ୍ୟ କରୁଥିବା ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ
ଅର୍ଗସ ବ୍ୟୁରୋ: ମଣ୍ଡିରେ ଧାନ କିଣା ପ୍ରକ୍ରିୟା ସ୍ଵଚ୍ଛ ରଖିବା ଲାଗି ସରକାରଙ୍କ କଠୋର ଆଭିମୂଖ୍ୟ । କଟନୀ ଛଟନୀ ବନ୍ଦ ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ବିଜେପି ସରକାର । ଯି
ରାହୁଲ
ରାହୁଲ ମାନିଲେ ସେ ଠେଲିଛନ୍ତି
ଅର୍ଗସ ବ୍ୟୁରୋ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଧକ୍କାରେ ଫାଟିଲା ବିଜେପି ସାଂସଦ ପ୍ରତାପ ଷଡଙ୍ଗୀଙ୍କ ମୁଣ୍ଡ । ପୁରା ଘଟଣା ଘଟିଥିଲା କିଛି ଏପରି । ନୂଆ ସଂସଦର ପ୍ରବେଶ ପଥର
ପ୍ରତାପ ଷଡଙ୍ଗୀ
ପ୍ରତାପ ଗୁରୁତର ଆହତ, ହସ୍ପିଟାଲରେ ଭର୍ତ୍ତି
ଅର୍ଗସ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଧକ୍କାରେ ଫାଟିଲା ବିଜେପି ସାଂସଦ ପ୍ରତାପ ଷଡଙ୍ଗୀଙ୍କ ମୁଣ୍ଡ । ପୁରା ଘଟଣା ଘଟିଥିଲା କିଛି ଏପରି । ନୂଆ ସଂସଦର ପ୍ରବେଶ ପଥର