ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି ତିହିଡ଼ି ଷ୍ଟାଡିୟମ, ନାହିଁ ସରକାରଙ୍କ ନିଘା
by Argus News
Sat, Dec 09 | 3:13 p.m.

ଅର୍ଗସ ବ୍ୟୁରୋ: ତିହିଡ଼ି ଷ୍ଟାଡିୟମ ଉଦଘାଟନ ପରେ ବି ଖେଳାଳିଙ୍କ ପାଦ ପଡ଼ିପାରୁନାହିଁ ଷ୍ଟାଡିୟମରେ । ଭଦ୍ରକ ତିହିଡ଼ି ବ୍ଲକରେ ଥିବା ତିହିଡ଼ି ମିନି ଷ୍ଟାଡିୟମକୁ ତିନି ତିନି ଥର ଉଦଘାଟନ ପରେ ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି। ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହୋଇ ଥିବା ତିହିଡ଼ି ମିନି ଷ୍ଟାଡିୟମ ଯାହାକୁ ନେଇ ସ୍ଥାନୀୟ ଯୁବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଗ୍ରାମାଞ୍ଚଳ ଯୁବ ଓଡ଼ିଶା ନବୀନ ଓଡ଼ିଶା ନାମରେ ଗ୍ରାମାଞ୍ଚଳ ଯୁବପିଢୀକୁ ଆଗକୁ ଆଣିବା ପାଇଁ ପ୍ରଚାର କରୁଥିବା ବେଳେ କିନ୍ତୁ କିଭଳି କ୍ରୀଡାବିତଙ୍କ ପାଇଁ ଦୀର୍ଘ ଦିନ ହେବ ତିଆରି ହୋଇଥିବା ମିନି ଷ୍ଟାଡିୟମ କିଭଳି ଅବସ୍ଥାରେ ପଡ଼ିରହିଛି ଏହାକୁ ଦେଖିଲା ପରେ ହିଁ ସବୁ ସତ ସାମ୍ନାକୁ ଆସିଯିବ। ଯେଉଁଭଳି ଭାବରେ ସରକାରଙ୍କ କଥା ପାଣିର ଗାର ସଦୃସ ଯାହା ସାମ୍ନାକୁ ଆସିଯିବ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ରାଜ୍ୟରେ ଲାଗୁ ହେବ
1m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର