କଂଗ୍ରେସକୁ ରାଜସ୍ଥାନରୁ ହଟାଇବାର କାଉଣ୍ଟଡାଉନ ଆରମ୍ଭ
by Argus News
Sat, Nov 18 | 9:59 p.m.

ଅର୍ଗସ ବ୍ୟୁରୋ : ରାଜସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ହାଇ ଭୋଲ୍‌ଟେଜ ପ୍ରଚାର । କଂଗ୍ରେସକୁ ରାଜସ୍ଥାନରୁ ହଟାଇବାର କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି । ରାଜସ୍ଥାନ ଲୋକ ମାନଙ୍କୁ  ବିଶ୍ୱାସଘାତକତା ବ୍ୟତୀତ ପାଞ୍ଚ ବର୍ଷ ମଧ୍ୟରେ କଂଗ୍ରେସ ଆଉ କିଛି ଦେଇ ନାହିଁ ବୋଲି କହି କଂଗ୍ରେସକୁ କଡା ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାଜସ୍ଥାନର କଂଗ୍ରେସ ସରକାର ଦୁର୍ନୀତି ଏବଂ ଘୋଟାଲାର ସରକାର ।  ଏଠାରେ  ସାଧାରଣ ଲୋକଙ୍କ ଜୀବନ ଏବଂ ମହିଳାଙ୍କ ସମ୍ମାନ ସୁରକ୍ଷିତ ନୁହେଁ । ପ୍ରତି ଦିନ ରାଜସ୍ଥାନରେ ମହିଳାଙ୍କ ଉପରେ ଅତ୍ୟାଚାର ଓ ଦୁଷ୍କର୍ମ ହେଉଛି । ରାଜସ୍ଥାନକୁ ଏପରି ସ୍ଥିତିରେ ପହଂଚାଇବା ପଛରେ କଂଗ୍ରେସ ସରକାର ଦାୟୀ ବୋଲି ନିର୍ବାଚନୀ ସଭାରେ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 

ରାଜସ୍ଥାନରେ ଆସନ୍ତା ନଭେମ୍ବର ୨୩ରେ ମତଦାନ ହେବାକୁ ଥିବାବେଳେ ତେଲେଙ୍ଗାନାରେ ୩୦ ନଭେମ୍ବରରେ ଭୋଟିଂ ହେବ । ତେଲେଙ୍ଗାନା ନିର୍ବାଚନକୁ ଆଖିରେ ରଖି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ମଧ୍ୟ ୱାରାଙ୍ଗାଲ ସମେତ ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ ନିର୍ବାଚନୀ ରାଲିରେ ଯୋଗ ଦେଇଛନ୍ତି ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ