ନାବାଳିକାଙ୍କୁ ପ୍ରେମ ନିବେଦନ କରି ବିଫଳ ହେଲେ ,ଗୁଳି ଫୁଟାଇ ଚାଲିଗଲେ
by Argus News
Thu, Nov 30 | 7:32 p.m.

ଅର୍ଗସ ବ୍ୟୁରୋ : ପ୍ରେମ ନିବେଦନ ରେ ବିଫଳ ହେବାରୁ ବନ୍ଧୁକ ଦେଖାଇ ଘରୁ ନାବାଳିକା ଅପହରଣ ଉଦ୍ୟମ ।  ଚାରମାଲ ଥାନାରେ ଅଭିଯୋଗ କରିଛନ୍ତି ବାପା ମାଆ l ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି।  ଏଭଳି ଘଟଣା ଦେଖିବାକୁ ମିଳିଛି ଚାରିମାଲ ଥାନା ଭାରତାପୁର ଗାଁରେ l ରେଢ଼ାଖୋଲ ଥାନା ବୁରଡ଼ା ଗ୍ରାମର ବାଙ୍କୁ ବେହେରା ନାମକ ଜଣେ ଯୁବକ ଜଣେ ନାବାଳିକାକୁ ପ୍ରେମ ନିବେଦନ କରିଥିଲେ ।

ଅଧିକ ପଢନ୍ତୁ ଓଡିଶା ଖବର

 ହେଲେ ବିଫଳ ହେବାପରେ ଏହି ଘଟଣା କାହାକୁ କହିବୁ ନାହିଁ ବୋଲି ଧମକ ଚମକ ଦେଇଥିଲା l ପୁଣି ସେହି ଯୁବକ ଝିଅ ଘର ନିକଟକୁ ଆସି ବନ୍ଧୁକ ଦେଖାଇ ଝିଅକୁ ଅପହରଣ କରିବାକୁ ଉଦ୍ୟମ କରିଥିଲା l ପରିବାର ଲୋକେ ପହଞ୍ଚି ଆସିବାରୁ ଦୁଇ ରାଉଣ୍ଡ ଗୁଳି ଫୁଟାଇ ଫେରାର ହୋଇଗଲା l ଏନେଇ ପରିବାର ଲୋକେ ଚାରିମାଲ ଥାନାରେ ଅଭିଯୋଗ କରିଥିବା ବେଳେ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ