ବାପାଙ୍କ ଶବ ସତ୍କାର ବେଳେ ପୁଅ ହେଲା ଶବ 
by Argus News
Wed, Dec 06 | 11:53 a.m.

କୋରାପୁଟ: ବାପାଙ୍କ ଶବ ସତ୍କାର ପାଇଁ ପ୍ରସ୍ତୁତ କରିବା ବେଳେ ପୁଅ ଶବ ପାଲଟିଗଲା। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି କୋରାପୁଟ କାମତା ଅଞ୍ଚଳରେ। ଲକ୍ଷଣ ମଣ୍ଡଳ କୋରାପୁଟରେ ମୃତ୍ୟୁ ବରଣ କରିଥିଲେ ତାଙ୍କୁ ନିଜ ଗ୍ରାମ କାମତା କୁ ଶବ ସତ୍କାର ପାଇଁ ଆଣିଥିଲେ ପରିବାର ଲୋକେ।

ଆଜି ସକାଳୁ ସକାଳୁ ଶବ ସତ୍କାର ପାଇଁ ପ୍ରସ୍ତୁତି କରୁଥିବା ବେଳେ ତାଙ୍କ ପୁଅ ବେଣୁଧର ମଣ୍ଡଳଙ୍କ ମୁଣ୍ଡ ଉପରେ ଏକ ଗଛର ଡାଳ ପଡି ଯାଇଥିଲା ଗଭୀର ଆଘାତ ଲାଗିବା ଫଳରେ ସଙ୍ଗେ ସଙ୍ଗେ ପରିବାର ଲୋକେ ବୋରିଗୁମ୍ମା ମେଡ଼ିକାଲ କୁ ଆଣିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସମ୍ପର୍କରେ ଖବର ପ୍ରଚାର ପରେ କାମତା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଗୋଟିଏ ଜୁଇରେ ବାପା ପୁଅକୁ ଶବ ସତ୍କାର ହେବା ଘଟଣା ସତରେ ହୃଦୟ ବିଦାରକ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

ନୀତିନ୍ ଗଡକରି
3m ago
ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କଲେ ନୀତିନ୍ ଗଡକରି
ପୁରୀ: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍ ଗଡକରି । ଆଜି ଅପରାହ୍ନ ୧ଟା ୪୫ ର
STOMACH
3m ago
ଖାଦ୍ୟ ଏମିତି ଖାଇଲେ ଓଜନ ବଢ଼ିବ !
ଅର୍ଗସ ବ୍ୟୁରୋ: ଖାଦ୍ୟ ନଚୋବାଇ ଗିଳିଦେଉଛନ୍ତି କି ? ଏହାଦ୍ୱାରା ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ମାନେ ଆପଣ ଖାଦ୍ୟକୁ ନଚୋବାଇ ଗିଳି ଦେଉଥିଲେ ଏହାଦ୍ୱାରା ଆପଣଙ୍କ ଓଜ
SOAP
20m ago
ପ୍ରତିଦିନ ସାବୁନ ବ୍ୟବହାର କଲେ...
ଅର୍ଗସ ବ୍ୟୁରୋ: ସାବୁନୁ ତେଲ ଏବଂ ଚର୍ବି ମିଶାଇ ସାବୁନ୍ ତିଆରି ହୁଏ ଯାହା ଚର୍ମରେ ଲାଗିଥିବା ମଇଳା ଏବଂ ଦୁର୍ଗନ୍ଧକୁ ଦୂର କରିଥାଏ । ସେଥିପାଇଁ ଅଧିକାଂଶ ଲୋକ ସେମାନଙ୍କର ଦୌନନ୍ଦି