​​​​​​​ ବବିଙ୍କ ନାଁରେ ଏତଲା ଦେଲେ ହାଇକୋର୍ଟ ଓକିଲ ସତ୍ୟ ଶିବସୁନ୍ଦର ମହାନ୍ତି  
by Argus News
Fri, Jul 05 | 3:28 p.m.

ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ଥାନାରେ ଫେରାଦ ।  ହାଇକୋର୍ଟ ଓକିଲ ସତ୍ୟ ଶିବସୁନ୍ଦର ମହାନ୍ତି ଥାନାରେ ଏତଲା ଦେଇଛନ୍ତି ।

ବିଧାୟକ ଥିବା ବେଳେ ବବି ଦାସଙ୍କ କ୍ବାର୍ଟର୍ସରେ କଣ ଚାଲିଥିଲା, କାହିଁକି ତିଆରି କରିଥିଲେ ଆଲିସନ୍ ବଙ୍ଗଳା ଏବଂ କାହିଁକି ଭଙ୍ଗାଗଲା ସେ ନେଇ କ୍ୟାପିଟାଲ ଥାନାରେ ଫେରାଦ ହୋଇଛନ୍ତି ହାଇକୋର୍ଟ ଓକିଲ । ଖୁବଶୀଘ୍ର ଏହାର ତଦନ୍ତ କରାଯାଇ ବବି ଦାସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରାଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

ବେଆଇନ୍ ମେଡିସିନ୍
5m ago
କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍ ?
ମାଲକାନଗିରି : କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍। ମାଲକାନଗିରି ମୋଟୁ ଇସଲାମନଗରର ବେଆଇନ୍ କାରବାର ପଛର କିଏ ସେହି ସଇତାନ୍। ମାସୁମ
ଆକ୍ସନ୍
46m ago
ଭବାନୀପାଟଣା ଫରେଷ୍ଟର୍ ସଞ୍ଜୟ ନାୟକ ଆତ୍ମହତ୍ୟା ମାମଲାରେ ଆକ୍ସନ୍
କଳାହାଣ୍ଡି: ଚାରା ଦୁର୍ନୀତି କରୁଥିଲେ, ପିସି କାରବାର ପାଇଁ ଅଧନସ୍ଥ କର୍ମଚାରୀଙ୍କ ଉପରେ ମାନସିକ ଚାପ ପକାଉଥିଲେ। ଶେଷରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ କଳାହାଣ୍ଡି ଜାରିଙ୍ଗି ହାଇଟେକ
ଗାଜା
50m ago
ଗାଜାରେ ପୁଣି ଆତଙ୍କୀ ଖୋଜ୍ ରେ ଆଡିଏଫ୍
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଭୟଙ୍କର ହେଉଛି ଯୁଦ୍ଧ ସ୍ଥିତି। ପାଲେଷ୍ଟାଇନ୍, ଲେବାନନ୍, ଇରାନ୍ ସବୁଆଡ଼େ ଆକ୍ରମଣ କରୁଛି ଇସ୍ରାଏଲ୍। ତେବେ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛନ୍ତ