ପାଣି ଟାଙ୍କିରେ ପଡି ପାଞ୍ଚ ବର୍ଷ  ଶିଶୁର ମୃତ 
by Argus News
Thu, Apr 04 | 9:45 p.m.

 କେନ୍ଦ୍ରାପଡା:  ପଟ୍ଟାମୁଣ୍ଡାଇ ବ୍ଲକ ଓସଙ୍ଗରା ଗ୍ରାମରେ ଆଜି ସନ୍ଧ୍ୟା 5 ଟା ସମୟରେ ଗାଁ ର ଅଷ୍ଟମ ପ୍ରହରୀ ପାଇଁ କୀର୍ତନ ଦଳ ବୁଲୁଥିବା ସମୟରେ ପ୍ରକାଶ ନାୟକ ଙ୍କ ପୁଅ ପ୍ରିନ୍ସ ନାୟକ କୀର୍ତନ ଦଳ ସହ ମଧ୍ୟ ବୁଲୁଥିଲା l ଗ୍ରାମର ଜଣଙ୍କ ଘରେ କୀର୍ତନ ଦଳ ବୁଲି ଆସିବା ପରେ ପ୍ରିନ୍ସ ସେହି ଘରେ ଥିବା ଏକ ପାଣି ଟ୍ୟାଙ୍କି ରେ ଗଳିପଡିଥିଲା l

ଲୋକେ ଜାଣି ଖୋଜାଖୋଜି କରିବା ପରେ ଟ୍ୟାଙ୍କ ରୁ ଶିଶୁପୁତ୍ର କୁ ଉଦ୍ଧାର କରି ଗୁରୁତର ଅବସ୍ଥା ରେ ପଟ୍ଟାମୁଣ୍ଡାଇ ମେଡିକାଲ ରେ ଭର୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ଙ୍କ ଦ୍ୱାରା ମୃତ ଘୋଷଣା କରିଥିଲେ l 
ଅଧିକ ପଢନ୍ତୁ ଓଡ଼ିଶା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ