ପୂର୍ବତନ ବିଜେପି ବିଧାୟକ ଆଦିତ୍ୟ ମାଢିଙ୍କ ପରଲୋକ  
by Argus News
Wed, Jul 03 | 7:17 p.m.

ମାଲକାନଗିରି: ମାଲକାନଗିରିର ପୂର୍ବତନ ବିଜେପି ବିଧାୟକ ଆଦିତ୍ୟ ମାଢି ଙ୍କ ପରଲୋକ । ଆଜି ସନ୍ଧ୍ୟାରେ ତାଙ୍କ ର ନିଧନ ହୋଇଛି । ଦୀର୍ଘ ଦିନ ଧରି ସେ କିଡନୀ ରୋଗରେ ପୀଡ଼ିତ ଥିଲେ। ଦୁଇଟି କିଡନୀ ନଷ୍ଟ ହୋଇଯାଇଥିଲା ତେବେ ଦୁଇ ବର୍ଷ ପୂର୍ବେ ତାଙ୍କ ର କିଡନୀ ପ୍ରତ୍ୟାରୋପଣ କରାଯାଇଥିଲା।

ସେ ୨୦୧୯ଠାରୁ ୨୦୨୪ପର୍ଯ୍ୟନ୍ତ ମାଲକାନଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ କାର୍ଯ୍ୟ ତୁଲାଇଥିଲେ।ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୯ ବର୍ଷ ବୟସ ହୋଇଥିଲା। ତାଙ୍କ ଅକାଳ ବିୟୋଗରେ ମାଲକାନଗିରି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

ଫ୍ରୀଜ୍‌ ପାଣି
5m ago
ଫ୍ରୀଜ୍‌ ପାଣି ଶରୀର ପାଇଁ ସାଙ୍ଘାତିକ୍‌
ନୂଆଦିଲ୍ଲୀ: ପ୍ରବଳ ଗରମରେ ଟିକେ ଇଛା ହେଉଥିବ ଫ୍ରୀଜ୍‌ ଖୋଲି ଥଣ୍ଡା ପାଣି ପିଇବା ପାଇଁ। ଏପରି ଇଛା ପ୍ରାୟତଃ ସମସ୍ତଙ୍କର ହେଉଥିବ। କିନ୍ତୁ ଏପରି ଇଛ
ଇସ୍ରାଏଲ ଆଟାକ୍
36m ago
ହିଜବୁଲ୍ଲା ବିନାଶ ମୋଡରେ ଇସ୍ରାଏଲ,ହିଜବୁଲ୍ଲା କମାଣ୍ଡର ନସରୁଲ୍ଲା ପରେ ସୈଫଉଦ୍ଦିନ୍ ନିପାତ!
ଅର୍ଗସ ବ୍ୟୁରୋ:ହିଜବୁଲ୍ଲା ବିନାଶ ମୋଡ ରେ ଇସ୍ରାଏଲ,ଗୋଟିଏ ପରେ ଗୋଟିଏ ହିଜବୁଲ୍ଲା କମାଣ୍ଡରଙ୍କୁ ଖୋଜି ଖୋଜି ଧ୍ବସ କରୁଛି ଇସ୍ରାଏଲୀ ସେନା,ହିଜବୁଲ୍ଲାର ହର୍ତ୍ତା କର୍ତ୍ତା ନସରୁଲ୍ଲାର ଜନାଜ
ଇସ୍ରାଏଲ୍ ଆକ୍ରମଣ
37m ago
ଦିନ ଗଡୁଛି , ବଢୁଛି ଯୁଦ୍ଧ
ଅର୍ଗସ ବ୍ୟୁରୋ: ଦିନ ଗଡୁଛି , ବଢୁଛି ଯୁଦ୍ଧ । ହିଜବୁଲ୍ଲା ଉପରେ ଆକ୍ରମଣ ଆହୁରି ଜୋର କରିଛି ଇସ୍ରାଏଲ୍ । ବିରୁଟ୍ ଉପରେ ବୋମା ମାଡ ଜାରି ରହିଛି । ଇରାନ୍‌ର ସୁପ୍ରିମ ଲିଡର