ଉଚ୍ଚମାଧ୍ୟମିକ ଶ୍ରେଣୀରେ ଲାଗୁହେବ ଦୈତ ପରୀକ୍ଷା ବ୍ୟବସ୍ଥା-ଧର୍ମେନ୍ଦ୍ର ପ୍ରଧାନ
by Argus News
Sun, Jan 21 | 5:31 p.m.

ଅର୍ଗସ ବ୍ୟୁରୋ:  ଆସନ୍ତା ଶିକ୍ଷା ବର୍ଷ ଠାରୁ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବି ଦେବାକୁ ପଡ଼ିବ ବୋର୍ଡ ପରୀକ୍ଷା । ଛାତ୍ରଛ୍ରାତ୍ରୀ ନିଜ ଚୟସ ଅସୁସାରେ ଯେ କୌଣସି ବର୍ଷର ମାର୍କକୁ ଚୂଡାନ୍ତ ମାର୍କ ଭାବେ ରଖିପାରିବେ ଛାତ୍ରଛ୍ରାତ୍ରୀ । ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଆଧାରରେ ଉଚ୍ଚମାଧମିକ ଶ୍ରେଣୀରେ ଲାଗୁହେବ ଏହି ଦୈତ ପରୀକ୍ଷା ବ୍ୟବସ୍ଥା ।  ସମ୍ବଲପୁରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଗସ୍ତର ଦ୍ବିତୀୟ ଦିନ । ସମଲେଶ୍ବରୀ ମନ୍ଦିର ଯାଇ ମାଆଙ୍କ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାସହ ମନ୍ଦିରରେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପରେ କ୍ଷେତ୍ରରାଜପୁରରେ ନୂଆ ବନାହେଇଥିବାର୍ ଶ୍ରୀରାଧାବଲ୍ଲଭ ମନ୍ଦିର ଦର୍ଶନ ସହ ପୂଜାର୍ଚ୍ଚନା ଓ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ।  ସେହିପରି ଧନକଉଡ଼ା ପଡ଼ିଆରେ ସମ୍ବଲପୁର କୌଶଳ ମହୋତ୍ସବରେ ଯୋଗ ଦେଇଛନ୍ତି । ସନ୍ଧ୍ୟାରେ ଅଇଠାଁପାଲି ସ୍ଥିତ ପିଏଚଡି ପଡିଆରେ ପୁସ୍ତକ ମେଳାର ଉଦଘାଟନୀ ଉତ୍ସବରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆହୁରି ପଢନ୍ତୁ ଓଡିଶା ଖବର...
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ