ପିଏମଙ୍କୁ ସ୍ବାଗତ ପାଇଁ ଉତ୍ସାହିତ ଅନ୍ତର୍ଜାମୀ
by Argus News
Mon, Sep 16 | 7:30 a.m.

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ଅପେକ୍ଷାରେ ଭୁବନେଶ୍ବର ଗାଡ଼କଣର ଅନ୍ତର୍ଜାମୀ ନାୟକ। ମଙ୍ଗଳବାର ଓଡ଼ିଶା ଗସ୍ତ ଅବସରରେ ଅନ୍ତର୍ଜାମୀଙ୍କ ପିଏମ ଆବାସ ଉଦଘାଟନ କରିବେ ନିଜେ ପ୍ରଧାନମନ୍ତ୍ରୀ ମୋଦି। ଏ ଖବର ଶୁଣିବା ପରେ ଅନ୍ତର୍ଜାମୀଙ୍କ ପରିବାରରେ ଖୁସି କହିଲେ ନସରେ। କେବଳ ଅନ୍ତର୍ଜାମୀ ନୁହନ୍ତି ଗାଡ଼କଣ ଅଞ୍ଚଳର ଅନ୍ୟ ୩୭ ଜଣ ପିଏମ ଆବାସ ହିତାଧିକରୀଙ୍କୁ ଭେଟି ସେମାନଙ୍କ ମଧ୍ୟ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ।

ଅଧିକ ପଢନ୍ତୁ : ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଏହାକୁ ନେଇ ପୂରା ଗାଡ଼କଣ ଅଞ୍ଚଳର ଲୋକେ ଉତ୍ସାହିତ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରବିବାର ଗଡ଼କଣ ଯାଇ ହିତାଧିକାରୀଙ୍କ ଘର ବୁଲି ଦେଖିବା ସହ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।

ବାଲେଶ୍ବର ବନ୍ୟା
43m ago
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ