ଖରାପ ଛତୁଆକୁ ନେଇ ବିଭାଗ ନିନ୍ଦା ସହୁଛି- ପ୍ରଭାତୀ ପରିଡା
by Argus News
Mon, Sep 30 | 4:34 p.m.

ଭୁବନେଶ୍ୱର: ମନ୍ତ୍ରୀଙ୍କୁ ଘାରିଛି ଛତୁଆ ଚିନ୍ତା । ଆଗକୁ ମାଣ୍ଡିଆ ନେଇପାରେ ଛତୁଆର ଜାଗା । ଖରାପ ମାନର ଛତୁଆକୁ ନେଇ ଉଦବେଗ ପ୍ରକାଶ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଛତୁଆ ବଦଳରେ ଏବେ ମାଣ୍ଡିଆ ଦେବା ପାଇଁ ଚିନ୍ତା କରୁଛି ବିଭାଗ ।

ସବୁଆଡେ ଛତୁଆ ନୁହଁ ଆଂଚଳିକତା ଅନୁଯାୟୀ ପିଲାଙ୍କୁ ଖାଦ୍ୟ ଦିଆଯିବ । ଖରାପ ଛତୁଆକୁ ନେଇ ବିଭାଗ ନିନ୍ଦା ସହୁଛି । ଆଗକୁ ଛତୁଆ କେଳାଙ୍କାରୀ ହେବ ନାହିଁ । ପୃଷ୍ଟିକର ଛତୁଆ କେମିତି ତିଆରି ହେବ ,ସେ ନେଇ କନକ୍ଲେଭ କରାଯାଇ ଅନୁଭବି ବ୍ୟକ୍ତି ନିଷ୍ପତ୍ତି ନେବେ । ଅପପୃଷ୍ଟି ମୁକ୍ତ ଓଡିଶା ଗଠନ କରିବାକୁ ବିଭାଗ ପ୍ରତିଶ୍ରୁତିବଦ୍ଧ । ଖରାପ ମାନର ଛତୁଆକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଛତୁଆ ବଦଳରେ ଏବେ ମାଣ୍ଡିଆ ଦେବା ପାଇଁ ବିଭାଗ ଚିନ୍ତା କରୁଥିବା ସେ କହିଛନ୍ତି । 

IPS ?
now
ହଠାତ୍‌ କାହିଁକି ବଦଳିଲେ ଏତେ ମାତ୍ରାରେ IPS ?
ଅର୍ଗସ ବ୍ୟୁରୋ : IPS ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ପାର୍ବଣ ପୂର୍ବରୁ ଟ୍ଵିନସିଟି କମିଶନର ସହ ଭୁବନେଶ୍ଵର ଡିସିପିଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର । ପାଖାପାଖି ୨
NARENDRA MODI
7m ago
ଖଡଗେଙ୍କୁ ଫୋନ୍‌ କଲେ ମୋଦି : ପଚାରିଲେ, ଆପଣଙ୍କ ସ୍ଵାସ୍ଥ୍ୟଅବସ୍ଥା ଏବେ କେମିତି ?
ଅର୍ଗସ ବ୍ୟୁରୋ: ବିରୋଧୀଙ୍କୁ କେମିତି ସମ୍ମାନ ଦିଆଯାଏ ଶିଖିବାର ଅଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରୁ । କାରଣ ଜମ୍ମୁରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବାକ
ବିପଦରେ ଗାଁ
22m ago
ବିପଦରେ ଗାଁ, ଅରଖକୁଦା ସଂଘର୍ଷ ଶେଷ କେବେ?
ଅର୍ଗସ ବ୍ୟୁରୋ:ଯେଉଁଆଡେ ଚାହିଁଲେ ପାଣି ହିଁ ପାଣି । ପୁରା ଗାଁରେ ଜଳ ପ୍ରଳୟ । ବନ୍ୟାର ଭ୍ରମ ସୃଷ୍ଟି କରୁଥିବା ଦୃଶ୍ୟ ଆଜି କାଲିର ନୁହେଁ, ଇଏ ବର୍ଷ ବର୍ଷର ସମସ୍ୟା । ଦୁର୍ଦ୍ଦଶ