ଦୁଇ ଟଙ୍କା ଶସ୍ତା ହେଲା ପେଟ୍ରୋଲ-ଡିଜେଲ
by Argus News
Thu, Mar 14 | 9:44 p.m.

ଅର୍ଗସ ବ୍ୟୁରୋ : କମିଲା ତେଲ ଦର । ଦୁଇ ଟଙ୍କା ଶସ୍ତା ହେଲା ପେଟ୍ରୋଲ ଡିଜେଲ ଦର । ଦେଶରେ ପେଟ୍ରୋଲ ଡିଜେଲ ଦର ଦୁଇ ଟଙ୍କା ହ୍ରାସ ପାଇଛି । ଆସନ୍ତାକାଲି ସକାଳୁ ଲାଗୁ ହବ ନୂଆ ଦର । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଜନସାଧାରଣଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ଆସନ୍ତାକାଲି ସକାଳ ୬ଟାରୁ ସାରା ଦେଶରେ ଏହି ନୂଆ ଦର ଲାଗୁ ହେବ ।

 

କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ ଏନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ସୂଚନା ଦେଇଛନ୍ତି । କୋଟି କୋଟି ଭାରତୀୟଙ୍କ ହିତ ସାଧନ ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପେଟ୍ରୋଲ-ଡିଜେଲରେ ଦରରେ ୨ ଟଙ୍କା ହ୍ରାସ କରିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ଆଜି ରାଜସ୍ଥାନ ସରକାରଙ୍କ ତରଫରୁ ମଧ୍ୟ ପେଟ୍ରୋଲ-ଡିଜେଲ ଦର ହ୍ରାସ ଘୋଷଣା କରାଯାଇଥିଲା ।

ଅଧିକ ପଢନ୍ତୁ ଭାରତ ଖବର

ଦୀପାଲିଙ୍କ ସମର୍ଥକ
30m ago
ବିଜେପିର ପ୍ରଚାରକୁ ଭଣ୍ଡୁର କରିବାକୁ ଦୀପାଲିଙ୍କ ସମର୍ଥକଙ୍କ ଉଦ୍ୟମ
ଝାରସୁଗୁଡା: ପୁଣି ଝାରସୁଗୁଡାରେ ଆତଙ୍କ ଖେଳାଇଛନ୍ତି ଦୀପାଲିଙ୍କ ବାଘ ବାହିନୀ । ନିଜକୁ ବାଘର ଝିଅ ବୋଲି କହି କହି ବୁଲୁଥିବା ଦୀପାଲିଙ୍କ ସମର୍ଥକ ମାନେ ବିରୋଧୀର ପ୍ରଚାରକୁ ଭଣ୍ଡୁର କରୁଛନ୍ତ
ଲଙ୍କା ଚାଷୀ
37m ago
କୁଚିଣ୍ଡା ଲଙ୍କା ଚାଷୀଙ୍କ ଦୁର୍ଦ୍ଦଶା
ସମ୍ବଲପୁର: ସମ୍ବଲପୁର କୁଚିଣ୍ଡାରେ ଲଙ୍କା ଚାଷୀଙ୍କ ଦୁର୍ଦ୍ଦଶା । ୨୪ ବର୍ଷର ସରକାର ଚାଷୀଙ୍କ ପାଇଁ ସୃଷ୍ଟି କରିପାରିଲାନି ବଜାର ବ୍ୟବସ୍ଥା । ଅମଳ ବେଳେ ଅଭାବୀ ବିକ୍ରିର ଶିକାର ହେଉଛନ୍ତ
5ଟି
51m ago
ଏହି 5 ତାମିଲଙ୍କ ପାଖରେ ପଞ୍ଜୁରୀ ଶୁଆ ପାଲଟିଛନ୍ତି କି ନବୀନ !
ଅର୍ଗସ ବ୍ୟୁରୋ: ବିଜେଡି ଶାସନର ସବୁ ଶ୍ରେୟ ମୁଣ୍ଡାଇଛି 5 ଟି । ବିଜେଡିର ନିର୍ବାଚନୀ ସ୍ଲୋଗାନ ପାଲଟିଛି ବି 5ଟି ଗ୍ୟାରେଣ୍ଟି । ରାଜ୍ୟ ସରକାର ଦାବି 5ଟି ମାନେ ଟ୍ରାନ୍ସପରେନ୍ସି