ହରଦୀପ ସିଂହ ନିଜ୍ଜର ମାମଲା; କାନାଡ଼ାକୁ ଭାରତର ଦୃଢ଼ ଜବାବ
by Argus News
Mon, Oct 14 | 9:42 p.m.

ଅର୍ଗସ ବ୍ୟୁରୋ: କାନାଡ଼ାକୁ ଭାରତର ଦୃଢ଼ ଜବାବ । ହରଦୀପ ସିଂହ ନିଜ୍ଜର ମାମଲାରେ କାନାଡ଼ା ପିଏଙ୍କ ବୟାନକୁ ତୀବ୍ର ବିରୋଧର କରିବା ସହ ଭାରତ କାନାଡ଼ା ହାଇ କମିଶନରଙ୍କୁ ରିପୋର୍ଟ ତଲବ କରିଛି । ମାମଲାରେ ଭାରତର ସଂପୃକ୍ତି ଥିବା ଦାବି କରୁଥିବାରୁ ବୈଦେଶିକ ମନ୍ତ୍ରଣାଳୟ ପ୍ରମାଣ ଦାବି କରିଛି । 

ବିଚ୍ଛିନ୍ନତାବାଦୀ ନେତା ନିଜ୍ଜର ହତ୍ୟା ମାମଲାକୁ ନେଇ ପୂର୍ବରୁ ଭାରତ ସହଯୋଗ କରିବା ସହ ଆବଶ୍ୟକ ତଥ୍ୟ ଓ ପ୍ରମାଣ ମଧ୍ୟ ଦେଇସାରିଛି । କିନ୍ତୁ ପୁଣିଥରେ କାନାଡ଼ା ପିଏମ ହତ୍ୟା ମାମଲାରେ ଭାରତ ବିରୋଧୀ ବୟାନ ରଖିଥିବାରୁ ଦୃଢ଼ ବିରୋଧ କରିଛି ଭାରତ । ଏନେଇ ସ୍ପଷ୍ଟୀକରଣ ରଖିବାକୁ ବୈଦେଶିକ ମନ୍ତ୍ରଣାଳୟ ଦାବି କରିଛି । ପୂର୍ବରୁ 2023 ସେପ୍ଟେମ୍ବରରେ ସମାନ ଅଭିଯୋଗ କରିଥିଲେ କାନାଡା ପିଏମ ଜଷ୍ଟିନ ଟ୍ରୁଡୋ ।
 

CANADA
ହରଦୀପ ସିଂହ ନିଜ୍ଜର ମାମଲା; କାନାଡ଼ାକୁ ଭାରତର ଦୃଢ଼ ଜବାବ
ଅର୍ଗସ ବ୍ୟୁରୋ: କାନାଡ଼ାକୁ ଭାରତର ଦୃଢ଼ ଜବାବ । ହରଦୀପ ସିଂହ ନିଜ୍ଜର ମାମଲାରେ କାନାଡ଼ା ପିଏଙ୍କ ବୟାନକୁ ତୀବ୍ର ବିରୋଧର କରିବା ସହ ଭାରତ କାନାଡ଼ା ହାଇ କମିଶନରଙ୍କୁ ରିପୋର୍ଟ ତଲବ କରିଛି
ଚିରାଗ ପାସୱାନ
ଚିରାଗଙ୍କୁ ସିଆରପିଏଫର Z ବର୍ଗର ସୁରକ୍ଷା
ଅର୍ଗସ ବ୍ୟୁରୋ: ବଢ଼ିଲା କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କ ସୁରକ୍ଷା । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଚିରାଗଙ୍କୁ ସିଆରପିଏଫର Z ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି । ଚିରାଗଙ୍କ ସୁରକ୍ଷା ପାଇ
ମୋହନ ମାଝୀ
ପୂର୍ବ ସରକାରରେ ଗଣତନ୍ତ୍ର ବଦଳରେ ଚାଲିଥିଲା ଅମଲାତନ୍ତ୍ର
ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତର ଆଜି ଶେଷ ଦିନ । ଆଜି ଦିନ ୧୨ଟା ୪୫ରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଲକ୍ଷ୍ମୀ ପଡିଆରେ ବିଜେପିର ମେଗା ସଦସ୍ୟତ