ଅଦିନିଆ ଝଡ ତୋଫାନରେ ଉପୁଡିଲା ବଡ଼ ବଡ଼ ଗଛ
by Argus News
Sat, Oct 19 | 7:47 p.m.

 କଟକ:  ଅଦିନିଆ ଝଡ ତୋଫାନ ପ୍ରଭାବରେ ବାଙ୍କୀରେ ଉପୁଡିଲା ବଡ଼ ବଡ଼ ଗଛ। ବାଙ୍କୀ ତ୍ରିଶୂଳିଆ ରାସ୍ତାର ଗୋଡ଼ିସାହି ଠାରୁ ଭଗିପୁର ପର୍ଯ୍ୟନ୍ତ ପ୍ରାୟ ୭ ରୁ ଉର୍ଦ୍ଧ ଗଛ ଉପୁଡି ରାସ୍ତା ଉପରେ ପଡ଼ିରହିଛି।

ଫଳରେ ଉଭୟ ପାର୍ଶ୍ଵରେ ଅନେକ ଗାଡି ଅଟକି ରହିଥିବା ବେଳେ କଟକରୁ ବାଙ୍କୀକୁ ଯାତାୟାତ ବନ୍ଦ ରହିଛି। ସେପଟେ ଡମପଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପଂହଁଚି ଗଛକଟା ଜାରି ରଖିଛି।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର