ବାତ୍ୟା ଦାନା ପ୍ରଭାବରେ ନୀଳଗିରି ଅଞ୍ଚଳରେ ପ୍ରବଳ ବର୍ଷା
by Argus News
Sat, Oct 26 | 8:46 a.m.

ଅର୍ଗସ ବ୍ୟୁରୋ:  ବାତ୍ୟା ଦାନା ପ୍ରଭାବରେ ବାଲେଶ୍ବର ନିଳଗିରି ଅଞ୍ଚଳରେ ପ୍ରବଳ ବର୍ଷା । ନୀଳଗିରି ଏନଏସିରେ ଲୋକଙ୍କ ଘରେ ପସିଲା ଡ୍ରେନ ପାଣି । ସ୍ବର୍ଣ୍ଣଚୁ଼ଡ଼ା ପାହାଡର ପାଣି ଆସି ୭ ନମ୍ବର ୱାର୍ଡ ବାଲିଗୋହିରୀରେ ଲୋକଙ୍କ ଘରେ ପସୁଛି । ଯାହାକୁ ନେଇ ସ୍ଥାନିୟ ଅଞ୍ଚଳରେ ଦେଖା ଦେଇଛି ଅସନ୍ତୋଷ । ଦୁର୍ବଳ ହୋଇ ଡିପ ଡିପ୍ରେଶନ ର ରୂପ ନେବ ଦାନା । ବର୍ତ୍ତମାନ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଭଦ୍ରକର ଠାରୁ ୪୦ କିମି ଓ ଧାମରା ଠାରୁ ୭୦ କିମି ଦୁରରେ ରହିଛି l ୧୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ, ଚାନ୍ଦବାଲି ରେ ସର୍ବାଧିକ ୧୫୮.୬ ମୀମି ବର୍ଷା ରେକର୍ଡ କରାଯାଇଛି l

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସ୍ବାମୀଙ୍କୁ ଗଛରେ
1m ago
ସ୍ବାମୀଙ୍କୁ ଗଛରେ ବାନ୍ଧି ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ
ଅର୍ଗସ ବ୍ୟୁରୋ: ମଧ୍ୟପ୍ରଦେଶରେ ଦୁଇଟି ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ରଓ୍ବୋର ପିକ୍‌ନିକ୍‌ ସ୍ପଟ୍‌ ନିକଟରେ ଏକ ଦମ୍ପତିକୁ ଆକ୍ରମଣ କରାଯାଇଥିଲା। ସ୍ବାମୀଙ୍କୁ ଏ
GOLD LOAN
14m ago
ମୁଦ୍ରା ଯୋଜନାରେ ଋଣ ରାଶି ସୀମା 10 ଲକ୍ଷରୁ 20 ଲକ୍ଷ ଟଙ୍କାକୁ ବୃଦ୍ଧି
ଅର୍ଗସ ବ୍ୟୁରୋ: ବୃଦ୍ଧି ହେଲା ମୁଦ୍ରା ଋଣ । ଦେଶରେ କ୍ଷୁଦ୍ର ଉଦ୍ୟୋଗୀତାକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (PMMY) ଅଧୀନରେ ମୁଦ୍ରା ଋ
ସଲମାନଙ୍କ
28m ago
ସଲମାନଙ୍କ ପାଇଁ ସିଦ୍ଦିକିଙ୍କୁ ହତ୍ୟା କରାଯାଇନି
ଅର୍ଗସ ବ୍ୟୁରୋ: ଅର୍ଥ ଅନର୍ଥର ମୂଳ କାରଣ ହୋଇଥାଏ। ଅଧିକ ପଇସା କାହାର ଜୀବନ ବି ନେଇପାରେ। ତାହା ନିକଟରେ ଆମେ ଦେଖିଲେ ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ କ୍ଷେତ୍ରରେ। ସେ ନିଜ ପୁଅ