ନିର୍ବାଚନ ବଡ଼ ଖବର : ଚିନ୍ତାରେ ପ୍ରାର୍ଥୀ ବଦଳାଇଲା ବିଜେଡି
by Argus News
Wed, Apr 17 | 3:55 p.m.

ଅର୍ଗସ ବ୍ୟୁରୋ : ନିର୍ବାଚନକୁ ନେଇ ପ୍ରତି ଘଂଟାରେ ଅପଡେଟ୍‌ ଖବର ଆସୁଛି । ପ୍ରତି ଘଂଟାର ଅପଡେଟ୍‌ ଖବର ପାଇବାକୁ ସ୍କ୍ରୋଲ କରନ୍ତୁ, ଖବର ପାଆନ୍ତୁ...

  • ଆସିଲା ବିଜେଡିର ପଂଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । କଂଟାବାଞ୍ଜିରୁ ନିର୍ବାଚନ ଲଢିବେ ନବୀନ
  • ସମ୍ବଲପୁର ବିଜେଡିରେ କେଁ ...ବଦଳିଲା ପ୍ରାର୍ଥୀ ତାଲିକା, ରୋହିତ ଗଲେ ସମ୍ବଲପୁର ପ୍ରସନ୍ନ ଆସିଲେ ରେଢ଼ାଖୋଲ
  • ୩ ବିଧାୟକଙ୍କ ଟିକେଟ କଟିଲା । ପୂର୍ବତନ ମନ୍ତ୍ରୀ ସମୀର ଦାସଙ୍କୁ ଟିକେଟ ଦେଲାନି ବିଜେଡି, ନିମାପଡ଼ାରେ ପ୍ରାର୍ଥୀ ବଦଳାଇଲା ବିଜୁ ଜନତା ଦଳ
  • କୁଚିଣ୍ଡାରେ କିଶୋର ନାୟକଙ୍କୁ ବି ଟିକେଟ ଦେଲାନି ବିଜେଡି, କିଶୋରଙ୍କ ଜାଗାରେ ରାଜେନ୍ଦ୍ର ଛତ୍ରିଆଙ୍କୁ ବିଜେଡି ଟିକେଟ
  • ଚିତ୍ରକୋଣ୍ଡାରେ ବି ସମାନ ସ୍ଥିତି । ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଟିକେଟ ବି କଟିଲା, ବାକାଙ୍କ ଜାଗାରେ ଲକ୍ଷ୍ମୀପ୍ରିୟା ନାୟକ ହେଲେ ବିଜେଡି ପ୍ରାର୍ଥୀ
  • ସମ୍ବଲପୁର ଆସନକୁ ନେଇ ବିଜେଡିରେ କେଁ । ଟିକଟ ଆଶା କରିଥିଲେ ରାସେଶ୍ଵରୀ, ଦଳ କଲା ଅଣଦେଖା
  • ସରକାରଙ୍କୁ ପୁଣି ଟାର୍ଗେଟ୍‌ କଲେ ଧର୍ମେନ୍ଦ୍ର । କହିଲେ, ମୌଳିକ ସୁବିଧା ଯୋଗାଇବାରେ ସରକାର ଫେଲ
  • ଲୋକସଭା ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପ୍ରଚାର ଲାଗି ଆଜି ଶେଷ ଦିନରେ ଭୋଟ ମାଗିବେ ପ୍ରାର୍ଥୀ
  • ଶାହଙ୍କ ବଡ଼ ବୟାନ । କହିଲେ, ନକ୍ସଲ ନିପାତ ଆମର ବଡ ଲକ୍ଷ୍ୟ । ଗତକାଲି ଛତିଶଗଡ ଏନକାଉଣ୍ଟରରେ ସାମିଲ ଥିବା ଯବନାଙ୍କୁ କଲେ ପ୍ରଶଂସା
     

TEA
25m ago
ଆନ୍ତର୍ଜାତୀୟ ଚା' ଦିବସ
ଅର୍ଗସ ବ୍ୟୁରୋ: ଅଧିକାଂଶ ଲୋକଙ୍କ ସକାଳ ଚା ବିନା ଅଧା ରହିଯାଏ। ସେମାନଙ୍କ ମଧ୍ୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ପରେ ମଧ୍ୟ ଚା ଏବଂ କଫ
ନୀଳଗିରିରେ ପହଞ୍ଚି
36m ago
ନୀଳଗିରିରେ ପହଞ୍ଚି ଦୁଇଟି ପଦ୍ମ ଫୁଲରେ ଭୋଟ ଦେବାକୁ ନିବେଦନ କଲେ
ଅର୍ଗସ ବ୍ୟୁରୋ: ବିଜୁ ଜନତା ଦଳକୁ ଏବେ ଜଣେ କଳାପାହାଡ଼ ଚଳାଉଛି। ଏମିତି କହି ବିଜେଡି ଉପରେ ବର୍ଷିଛନ୍ତି ବିଜେପି ନେତା ଅନୁଭବ ମହାନ୍ତି। ସ୍ୱତନ୍ତ୍ର ହେଲିପ୍ୟାଡ ଯୋଗେ ନୀଳଗିରିର
ଆଇସକ୍ରିମ
52m ago
ଅର୍ଡର କରିଥିଲେ ଆଇସକ୍ରିମ, ହେଲେ ଆଇସକ୍ରିମରୁ ବାହାରିଲା ....
ଅର୍ଗସ ବ୍ୟୁରୋ : ଅନଲାଇନ ସପିଂ, ଅନଲାଇନ ଫୁଡ ଡେଲିଭରୀ ଏବେର ବ୍ୟସ୍ତବହୁଳ ଲୋକଙ୍କ ଜୀବନର ପ୍ରମୁଖ ମାଧ୍ୟମ ପାଲଟିଛି । ସମୟ ବଞ୍ଚିବା ସହ ଅଳ୍ପ ସମୟରେ ନିଜ ମନପସନ୍ଦର ଜିନିଷ ପା