ହେଙ୍ଗୁ ଖାଆନ୍ତୁ ରୋଗରୁ ମୁକ୍ତି ପାଆନ୍ତୁ...
by Argus News
Tue, Sep 24 | 7:58 p.m.

ଅର୍ଗସ ବ୍ୟୁରୋ:  ଦିନକୁ ଦିନ ଭିନ୍ନ ଭିନ୍ନ ରୋଗ ହେଉଛି। ସବୁ ରୋଗ ପାଇଁ ଏତେ ପ୍ରକାରର ମେଡିସିନ ଖାଇ ଲୋକେ ବିରକ୍ତ ହୋଇଯାଉଛନ୍ତି। ତେବେ କିପରି ପାଇବେ ରୋଗରୁ ମୁକ୍ତି ଜାଣନ୍ତି। କଣ ଖାଇବା ଦ୍ୱାରା ଆପଣଙ୍କୁ ରୋଗ ହେବ ନାହିଁ ଜାଣନ୍ତୁ। ଖାଦ୍ୟ ସ୍ୱାଦିଷ୍ଟ କରିବାକୁ ଆମେ ହେଙ୍ଗୁ ବ୍ୟବହାର କରିଥାଉ ।ଆୟୁର୍ବେଦରେ ହେଙ୍ଗୁର ପ୍ରଚଳନ ରହିଛି । ଆଣ୍ଟି ଅକ୍ସିଡାଣ୍ଟର ଏକ ଉଚ୍ଚକୋଟିର ଉତ୍ସ ହେଇଛି ହେଙ୍ଗୁ । ଏହା ଗମ୍ଭୀର ପ୍ରଦାହ, ହୃଦରୋଗ, କର୍କଟ, ଟାଇପ-୨ ମଧୁମେୟ ରୋଗ ଚିକିତ୍ସାରେ ରାମବାଣ ପରି କାମ କରିଥାଏ ।

ତେଣୁ ହେଙ୍ଗୁକୁ ମସଲା ଭାବେ ଖାଦ୍ୟରେ ନିୟମିତ ବ୍ୟବହାର ଆପଣଙ୍କୁ ସୁସ୍ଥ ରଖିବ । ହେଲେ ଆପଣ ଜାଣନ୍ତି କି, ଖାଲି ଖାଦ୍ୟକୁ ସ୍ୱାଦିଷ୍ଟ କରିବା ନୁହେଁ, ବହୁ ରୋଗର ନିରାକରଣ କରିପାରେ ହେଙ୍ଗୁ । ଏଥିରେ ରହିଛି ଅନେକ ଔଷଧୀୟ ଗୁଣ, ଯାହା ବଡ ବଡ ରୋଗର କରିବ ନିଦାନ । ହେଙ୍ଗୁରେ ଥିବା ଔଷଧୀୟ ତତ୍ତ୍ୱ ଅତି ସହଜରେ କରିବ ଗମ୍ଭୀର ରୋଗ କରିଦେବ ଭଲ । ତେବେ ଆସନ୍ତୁ ଜାଣିବା କେମିତି ଓ କେଉଁ ରୋଗ ହେଙ୍ଗୁ ଦ୍ୱାରା ଭଲ ହେଉଛି । ବ୍ରଣ ମଧ୍ୟ ହୋଇନଥାଏ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

 

ବିଲୁଆ
1m ago
ବିଲୁଆ ଆକ୍ରମଣରେ ୨୦ରୁ ଉର୍ଦ୍ଧ୍ୱ ଆହତ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ରେଞ୍ଜ ଅଧିନସ୍ଥ ହାତୀଓଟ, ଯେମାଦେଇପୁର, ପ୍ରାଣପୁରଦେଇପୁର ଗ୍ରାମରେ ବିଲୁଆ ଆକ୍ରମଣରେ ୨୦ ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ସକାଳେ ଏଭଳି ଘଟଣ
ଆସୁଛନ୍ତି ନଡ୍ଡା
3m ago
ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ନଡ୍ଡା
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ସଦସ୍ୟତା ଅଭିଯାନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ । ରାଜ୍ୟ ପଦାଧିକାରୀ
ଜାହାଜ କାରଖାନା
6m ago
୯୩୪.୫୪ କୋଟି ଟଙ୍କା ବିନିଯୋଗରେ ଭଦ୍ରକରେ ହେବ ଜାହାଜ କାରଖାନା
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ତିଆରି ହେବ ଜାହାଜ । ଭଦ୍ରକ ଜିଲ୍ଲାରେ ‌ନେପ୍‌ଚୁନ୍‌ସ ସିପ୍‌ ବିଲ୍‌ଡର୍ସ ଆଣ୍ଡ ରିସାଇକ୍ଲର୍ସ ପ୍ରାଇଭେଟ୍ ଲିମିଟେଡ୍‌ ୯୩୪.୫