ରବିବାର ସକାଳ ୯ଟାରେ ବର୍ଷର ପ୍ରଥମ ବନ୍ୟାଜଳ ହେବ ନିଷ୍କାସନ
by Argus News
Thu, Jul 25 | 3:18 p.m.

ସମ୍ବଲପୁର: ୨୮ ତାରିଖରେ ଖୋଲିବ ହୀରାକୁଦ ଡ୍ୟାମ୍‌ । ୨୮ ତାରିଖ ରବିବାର ସକାଳ ୯ଟାରେ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ । ଆଜି ୧୨ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୦୫.୪୫ ଫୁଟ୍ ରହିଛି । ଏବେ ସେକେଣ୍ଡ ପିଛା ୨ ଲକ୍ଷ ୧୫ ହଜାର ଘନ ଫୁଟ୍‌ ଜଳ ପ୍ରବେଶ କରୁଛି ।  

ବଢ଼ିବାରେ ଲାଗିଛି ହୀରାକୁଦ ଜଳସ୍ତର । ଆଜି ୨ ଫୁଟ ବଢିଛି ଜଳସ୍ତର । ସେକେଣ୍ତ ପ୍ରତି ୧ ଲକ୍ଷ ୭୨ ହଜାର ୧୭୬ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ଛତିଶଗଡରେ ଲଗାଣ ବର୍ଷା ଯୋଗୁଁ ଗତକାଲିଠୁ ଜଳ ପ୍ରବେଶ ବଢିଛି ।

ବଢ଼ିବାରେ ଲାଗିଛି ହୀରାକୁଦ ଜଳସ୍ତର : ୬୦୪ ଫୁଟ ଜଳସ୍ତର ରହିଛି
 

ରାପିଡ ରେଲ୍
5m ago
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
6m ago
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
49m ago
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା