ଅର୍ଗସ ବ୍ୟୁରୋ: ବଢ଼ିବାରେ ଲାଗିଛି ହୀରାକୁଦ ଜଳସ୍ତର । ୬୩୦ ଫୁଟ କ୍ଷମତା ଥିବାବେଳେ ବର୍ତ୍ତମାନ ୬୦୪ ଫୁଟ କୁ ଛୁଇଁଲାଣି।
ଆଜି ୨ ଫୁଟ ବଢିଲାଣି। ସେକେଣ୍ତ ପ୍ରତି ୧ ଲକ୍ଷ ୭୨ ହଜାର ୧୭୬ କ୍ୟୁସେକ ଜଳ ପ୍ରବେଶ କରୁଛି । ଛତିଶଗଡରେ ଲଗାଣ ବର୍ଷା ଯୋଗୁ ଗତକାଲି ଠୁ ଜଳ ପ୍ରବେଶ ବଢିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର