ହୀରାକୁଦ ଜଳଭଣ୍ଡାରର ହେବ ନିରାପତ୍ତା ଯାଞ୍ଚ
by Argus News
Thu, Oct 03 | 6:45 p.m.

ଅର୍ଗସ ବ୍ୟୁରୋ: ହୀରାକୁଦ ଜଳଭଣ୍ଡାରର ହେବ ନିରାପତ୍ତା ଯାଞ୍ଚ । ଜୟପୁରର MNIT ସଂସ୍ଥା କରିବ ନିରାପତ୍ତା ଯାଞ୍ଚ । ଆସନ୍ତା 21 ରୁ 23 ତାରିଖ ପର୍ଯ୍ୟନ୍ତ ଚାଲିବ ଯାଞ୍ଚ । ଏନେଇ ମହାନଦୀ ବେସିନ୍‌ର ମୁଖ୍ୟ ଯନ୍ତ୍ରୀଙ୍କୁ ତଥ୍ୟ ମଗାଯାଇଛି । ବନ୍ୟା ସମୟର ପୂର୍ବ ଓ ପରବର୍ତ୍ତୀ ଜଳସ୍ଥିତି ସଂପର୍କିତ ତଥ୍ୟ ମାଗିଛନ୍ତି । ଜଳଭଣ୍ଡାରର ଡିଜାଇନ୍‌, ଡ୍ରଇଁ, କାର୍ଯ୍ୟଧାରା ସଂପର୍କିତ ତଥ୍ୟ ମାଗିଲେ । 15 ତାରିଖ ସୁଦ୍ଧା ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ଯନ୍ତ୍ରୀ ।  

ଆହୁରି ପଢନ୍ତୁ ଓଡିଶା ଖବର...

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର