ବିପୁଳ ମଦ ଜବତ ସହ ମାଲିକ ଗିରଫ
by Argus News
Thu, Feb 22 | 1:06 p.m.

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ ବଲାଙ୍ଗୀର-କଳାହାଣ୍ଡି ସୀମାନ୍ତ ଦେଉଳଗୁଡ଼ିରେ ଥିବା ମା’ କାଳୀ ଢାବାରେ ଅବକାରୀ ବିଭାଗ ଚଢ଼ଉ କରି ବ୍ୟାପକ ନକଲି ମଦ ଜବତ କରିଛି । ବିଭିନ୍ନ କମ୍ପାନିର ୫୪.୨୭୯ ଲିଟର ନକଲି ବିଦେଶୀ ମଦ ଓ ୨୬.୭୦୦ ଲିଟର ବିଅର, ୨୩୦ଟି ବୋତଲ ଠିପି, ୧୫୮ଟି ଷ୍ଟିକର ଓ ବିଭିନ୍ନ କମ୍ପାନିର ଖାଲି ମଦ ବୋତଲ ଜବତ କରାଯାଇଛି। ଏନେଇ ଅବକାରୀ ବିଭାଗ ଏକ ମାମଲା ରୁଜୁକରି ଢାବା ମାଲିକ ବିହାର ରାଜ୍ୟର ଅରବିନ୍ଦ କୁମାରକୁ ଗିରଫ କରି କୋର୍ଟଚାଲାଣ କରିଛି|

ଅଧିକ ପଢନ୍ତୁ ଓଡିଶା ଖବର

ତେବେ ସେ ଅଧିକ ଲାଭ ଆଶାରେ ବେଆଇନ କାର୍ଯ୍ୟ କରୁଥିବା ସ୍ଵୀକାର କରିଛି ଅନ୍ୟପକ୍ଷରେ ଜିଲ୍ଲା ଅବକାରୀ ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସୂଚନା ଥାଉକି,ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ତୁଷୁରା ଅବକାରୀ ବିଭାଗ ପକ୍ଷରୁ ତୁଷୁରା ଥାନାରେ ମଧ୍ୟ ଲିଖିତ ଅଭିଯୋଗ ଅଭିଯୁକ୍ତ ଅରବିନ୍ଦ ପୂର୍ବରୁ ତୁଷୁରାର ଏକ ବିଦେଶୀ ମଦ ଦୋକାନରେ କାମ କରୁଥିଲା
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ