ଓଡ଼ିଆ ଭଜନକୁ ତାତ୍ସଲ୍ୟ କରି ଗାଇଲେ ଦୁଇ କଣ୍ଠଶିଳ୍ପୀ
by Argus News
Mon, Jul 08 | 2:24 p.m.

ଅର୍ଗସ ବ୍ୟୁରୋ : ଓଡ଼ିଆ ଭଜନକୁ ଉପହାସ । ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ କୁଠାରାଘାତ । ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ପ୍ରସିଦ୍ଧ ଭଜନକୁ ତାତ୍ସଲ୍ୟ କଲେ ୨ ଜଣ ଗୀତିକାର ।  ଆସ ଆସ ମୋର ସରଗ ତାରା ଭଜନର ସ୍ବରକୁ କଦର୍ଥ କରି ଗାଇଲେ ହ୍ୟୁମାନ ସାଗର ଏବଂ ରୁକୁ ସୁନା । ଯାହାକୁ ନେଇ ଉଭୟଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ଭଜନ କଣ୍ଠରେ ଦ୍ବିଅର୍ଥ ବୋଧକ ଗୀତ ଗାଇ ବିବାଦରେ ରୁକୁ  ସୁନା ।

ଅଧିକ ପଢନ୍ତୁ ମନୋରଞ୍ଜନ ଖବର

ଜଣେ ଭଜନକୁ କଦର୍ଥ କରି ଗାଉଥିବା ବେଳେ ଆଉ ଜଣେ ତାର ମଜା ନେଉଥିବା ଭିଡିଓ ଦେଖିବାକୁ ମିଳିଛି । ପ୍ରସିଦ୍ଧ ଓଡ଼ିଆ ଭଜନ ବ୍ୟଙ୍ଗ କରି ଗାଉଛନ୍ତି ରୁକୁ ସୁନା । ରୁକୁ ସୁନାଙ୍କ ଗୀତ ଶୁଣି ହସୁଛନ୍ତି ହ୍ୟୁମାନ୍ । ତେବେ ରୁକୁ ସୁନା ଜଣେ ସମ୍ବଲପୁରୀ କଣ୍ଠଶିଳ୍ପୀ ହୋଇଥିବା ବେଳେ ହ୍ୟୁମାନ ସାଗର ଜଣେ ପ୍ରସିଦ୍ଧ ଓଡିଆ କଣ୍ଠଶିଳ୍ପୀ ଅଟନ୍ତି । ଉଭୟଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । 

ବେଆଇନ୍ ମେଡିସିନ୍
42m ago
କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍ ?
ମାଲକାନଗିରି : କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍। ମାଲକାନଗିରି ମୋଟୁ ଇସଲାମନଗରର ବେଆଇନ୍ କାରବାର ପଛର କିଏ ସେହି ସଇତାନ୍। ମାସୁମ
ଆକ୍ସନ୍
ଭବାନୀପାଟଣା ଫରେଷ୍ଟର୍ ସଞ୍ଜୟ ନାୟକ ଆତ୍ମହତ୍ୟା ମାମଲାରେ ଆକ୍ସନ୍
କଳାହାଣ୍ଡି: ଚାରା ଦୁର୍ନୀତି କରୁଥିଲେ, ପିସି କାରବାର ପାଇଁ ଅଧନସ୍ଥ କର୍ମଚାରୀଙ୍କ ଉପରେ ମାନସିକ ଚାପ ପକାଉଥିଲେ। ଶେଷରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ କଳାହାଣ୍ଡି ଜାରିଙ୍ଗି ହାଇଟେକ
ଗାଜା
ଗାଜାରେ ପୁଣି ଆତଙ୍କୀ ଖୋଜ୍ ରେ ଆଡିଏଫ୍
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଭୟଙ୍କର ହେଉଛି ଯୁଦ୍ଧ ସ୍ଥିତି। ପାଲେଷ୍ଟାଇନ୍, ଲେବାନନ୍, ଇରାନ୍ ସବୁଆଡ଼େ ଆକ୍ରମଣ କରୁଛି ଇସ୍ରାଏଲ୍। ତେବେ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛନ୍ତ