ବେଆଇନି ବାଣ ଗୋଦାମ ଉପରେ ଚଢ଼ାଉ
by Argus News
Tue, Oct 08 | 11:00 a.m.

ଅର୍ଗସ ବ୍ୟୁରୋ: ବେଆଇନି ବାଣ  ଗୋଦାମ ଉପରେ ଚଢ଼ାଉ । ସାଲେପୁର ରଟିଲୋ ଏସ ଡି ପି ଓ ଙ୍କ ନେତୃତ୍ଵ ରେ  ପୋଲିସ ଅଧିକାରି ମାନଙ୍କ ସହ ଚଢାଉ ହୋଇଥିଲା । ସୂଚନା ମୁତାବକ କୌଣସି ସୂତ୍ର ରୁ ସୂଚନା ପାଈ ଆଜି ସକାଳୁ ସାଲେପୁର ଡି ଏସ ପି  ଙ୍କ ନେତୃତ୍ବରେ  ଦୁଇଟି ଥାନା ର ଅଧିକାରୀ  ସମେତ ପୋଲିସ କର୍ମଚରି ମାନଙ୍କ ଉପସ୍ଥିତିରେ କିଶନ ନଗର ଥାନା ଅଧୀନ ରଟିଲୋ ହରିପୁର ଗାଁ ରେ ଏକ ବ୍ୟବସାୟ ଉଦ୍ଦେଶ୍ୟ ରେ ବେଆଇନ୍ ବାଣ ଗୋଦାମ ଉପରେ ଚଢାଉ ହୋଇଛି। ଯେଉଁଠି ୨୦ ଲକ୍ଷ୍ୟ ଟଙ୍କା ରୁ ଉର୍ଦ୍ଦୁ  ଟଙ୍କା ର ବେଆଇନ୍ ବାଣ ମହଜୁଦ ରହିଥିଲା ତାହାକୁ ଜବତ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

ଆସନ୍ତାକାଲି
14m ago
ଆସନ୍ତାକାଲି ୧୨ଟା ପୂର୍ବରୁ ଆସିବ ସୁଭଦ୍ରା ଟଙ୍କା
ଅର୍ଗସ ବ୍ୟୁରୋ: ଦିନ ୧୨ଟା ପୂର୍ବରୁ ଖାତାକୁ ଆସିବ ‘ସୁଭଦ୍ରା’ ଟଙ୍କା । ହିତାଧିକାରୀଙ୍କ ଆକାଉଣ୍ଟକୁ ପଇସା ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନ
ବିଜେପିର ବାଜିମାତ୍
ହରିୟାଣାରେ ବିଜେପିର ବାଜିମାତ୍
ଅର୍ଗସ ବ୍ୟୁରୋ: ପୁଣି ଧର୍ମେନ୍ଦ୍ରଙ୍କ ମ୍ୟାଜିକ୍ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ହରିୟାଣାରେ ବହୁମତ ମୁହାଁ ବିଜେପି । ଯେଉଁଥିପାଇଁ କେନ୍ଦ୍ରମନ୍ତ୍ରୀଙ୍
୧୦୦ କିଲୋର
୧୦୦ କିଲୋର ଜଲେବି ଅର୍ଡର କଲା ବିଜେପି
ଅର୍ଗସ ବ୍ୟୁରୋ: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳରେ ଟ୍ରେଣ୍ଡରେ ହ୍ୟାଟ୍ରିକ ଦେଖି ବିଜେପି ୧୦୦ କିଲୋଗ୍ରାମ ଜଲେବି ଅର୍ଡର କରିଥିବା ଜଣାପଡିଛି। ହରିୟାଣାରେ ଏପର୍ଯ୍ୟନ୍ତ ଟ୍ରେଣ୍