ଆସନ୍ତାକାଲି ୧୨ଟା ପୂର୍ବରୁ ଆସିବ ସୁଭଦ୍ରା ଟଙ୍କା
by Argus News
Tue, Oct 08 | 5:02 p.m.

ଅର୍ଗସ ବ୍ୟୁରୋ: ଦିନ ୧୨ଟା ପୂର୍ବରୁ ଖାତାକୁ ଆସିବ ‘ସୁଭଦ୍ରା’ ଟଙ୍କା ।  ହିତାଧିକାରୀଙ୍କ ଆକାଉଣ୍ଟକୁ ପଇସା ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତାକାଲି ଦିନ ୧୨ଟା ପୂର୍ବରୁ ଦ୍ବିତୀୟ ପର୍ଯ୍ୟାୟର ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ପଠାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିରେ ପ୍ରାୟ ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା ମିଳିବ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓଡ଼ିଶାର ମହିଳାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏପର୍ଯ୍ୟନ୍ତ ୧ କୋଟିରୁ ଅଧିକ ମହିଳା ହିତାଧିକାରୀ ‘ସୁଭଦ୍ରା’ ଯୋଜନାରେ ସାମିଲ ହେବା ଲାଗି ଆବେଦନ କରିସାରିଲେଣି ବୋଲି ସେ କହିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

SPEED 10
2m ago
Speed 10 : ପୂଜାର ପୁରା ଅପଡେଟ୍‌
ଅର୍ଗସ ବ୍ୟୁରୋ: ହରିୟାଣାରେ ଧର୍ମେନ୍ଦ୍ରଙ୍କ ମାଷ୍ଟର ଷ୍ଟ୍ରୋକ୍‌ : ପୁଣି ଥରେ କ୍ଷମତା ଦଖଲ କରିବ ବିଜେପି, କଂଗ୍ରେସକୁ ମିଳିଲାନି ବହୁମତ ହରିୟାଣାରେ କଂଗ୍ରେସ ପାଇଁ କାମ ଦେଲାନ
TWIN CITY
13m ago
ଦୁର୍ଗାପୂଜା : କେଉଁ ରାସ୍ତା ଦେଇ ବୁଲିବେ ପୂଜା, ଏଇ ରାସ୍ତାରେ ଗଲେ ପୋଲିସ...
ଅର୍ଗସ ବ୍ୟୁରୋ: ରାତି ପାହିଲେ ମଣ୍ଡପରେ ମହାସପ୍ତମୀ ପୂଜା । ଦେବୀ ଦୁର୍ଗାଙ୍କର ହେବ ଚକ୍ଷୁ ଦାନ । ଆଉ ଅପରାହ୍ନରୁ ଟ୍ଵିନସିଟିରେ ହେବ ପ୍ରବଳ ଜାମ । ସହଜରେ ତ ଭୁବନେଶ୍ଵର-କଟକରେ ଏମିତିର
AMIT SAHA
18m ago
ଶାହଙ୍କ ଦମ୍ଭୋକ୍ତି, ୨୬ ସୁଦ୍ଧା ସଫା ହେବେ ନକ୍ସଲ
ଅର୍ଗସ ବ୍ୟୁରୋ: ମାଓବାଦୀକୁ ନେଇ ଶାହଙ୍କ ବଡ଼ ବୟାନ । କହିଲେ, ୨୬ ସୁଦ୍ଧା ନିପାତ ହେବେ ମାଓବାଦୀ । କେମିତି ଦେଶରେ ନକ୍ସଲ ନିପାତ ହେବେ ସେନେଇ ନୂଆ ରଣନୀତି କରାଯାଇଛି । ଖାଲି ଏତିକି ନୁହେ